ହେଡଲାଇନସ୍:

ବୁଧାପାଲି ଗ୍ରାମରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ। 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିିିଳ ଦୀପ-ରାଜବୋଡାସମ୍ବର ବ୍ଳକ ଭେଉଁରିଆ ପଞ୍ଚାୟତ ଅନ୍ତର୍ଗତ ବୁଧାପାଲି ଗ୍ରାମରେ ବୁଧାପାଲି ଉପ୍ରା ବିଦ୍ୟାଳୟ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମ କ୍ରମେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜବୋଡାସମ୍ବର ବିଡ଼ିଓ ଶ୍ରୀମତୀ ଏଲିଜା ମିଶ୍ର ଓ ସମ୍ମାନିତ ଅତିଥି ଭାବରେ ସରପଞ୍ଚ ରଜନୀ ସାହୁ,ସମିତି ସଭ୍ୟ ସରସ୍ବତୀ ସାହୁ ଯୋଗଦେଇ କ୍ରୀଡା ଉତ୍ସବକୁ ଉଦଘାଟନ କରିଥିଲେ ଓ ପ୍ରତିଯୋଗିମାନଙ୍କୁ ଉତ୍ସାହ କରିଥିଲେ ।ଏହି କ୍ରୀଡା ଉତ୍ସବରେ ବୁଧାପାଲି ଗ୍ରାମର ଚାରିଟି ଗୄପରେ ପନ୍ଦରଟି ପ୍ରତିଯୋଗିତା ଅନୁଷ୍ଠିତ ହେବ ।

0
0
0
s2sdefault