ହେଡଲାଇନସ୍:

 ସିପଲା୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଠାରେ ସିପଲା୍ ନାମକ ସଂସ୍ଥା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି I ସ୍ଥାନୀୟ ବେହେରା ମେଡ଼ିକାଲ ପକ୍ଷରୁ ଆୟୋଜିତ ଶିବିରକୁ ସହକାରୀ ପ୍ରଫେସର ଡ଼ା.ସୁଦର୍ଶନ ପୋଥାଇ ଯୋଗ ଦେଇ ଶ୍ୱାସ,କଫର ୫ଶହରୁ ଉର୍ଦ୍ଧ ଲୋକଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ lଏଥିରେ ଦୟାନିଧି ବେହେରା,ସୁଧାଶୁଂ ପ୍ରଧାନ,ପ୍ରକାଶ ବେହେରା ପ୍ରମୁଖ ସହଯୋଗ କରିଥିଲେ l

0
0
0
s2sdefault