ହେଡଲାଇନସ୍:

ସାଂସଦ ଖେଳ ମହୋତ୍ସବ ର ପଞ୍ଚମ ଦିବସ ର ଖେଳ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାସୁଦେବପୁର - ବାସୁଦେବପୁର ରେ ଅନୁଷ୍ଠିତ ହେଉ ଥିବା ସାଂସଦ ଖେଳ ମହୋତ୍ସବ ର ପଞ୍ଚମ ଦିବସ ର ଖେଳ ଅନୁଷ୍ଠିତ ହୋଇ ଯାଇଛି। ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ର ଖେଳ ପଡିଆ ରେ ଆୟୋଜିତ ହେଉଥିବା ଏହି ଖେଳ ର ରେ ବାସୁଦେବପୁର ତହସିଲଦାର୍ ପ୍ରିୟବ୍ରତ ଦାସ ମୁଖ୍ୟ ଅତିଥି ଭାବେ, ସମ୍ମାନୀତ ଅତିଥି ଭାବେ ଯୁବ ସମାଜ ସେବୀ ଜୟ ପ୍ରକାଶ ମଲ୍ଲିକ, ମଣ୍ଡଳ ଖେଳ ସମ୍ପାଦକ ଗଙ୍ଗାଧର ସେଠୀ ଯୋଗଦେଇ ଥିଲେ। । ଏହି ଅବସର ରେ କବାଡି ଖେଳ ର ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। । ଖେଳ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯଥା  ସୁଶାନ୍ତ କୁମାର ବାରିକ୍, ସୁମନ୍ତ କୁମାର ମହାକୁଡ଼, ସୁକାନ୍ତ ଜେନା, ପ୍ରଭାତ ଜେନା, ଗୀତାଞ୍ଜଳି ରଥ, କଲ୍ୟାଣୀ ବଳ, ଆଶୁତୋଷ ବେହେରା, ଦିବାକର ବେହେରା, ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଖେଳ ପରିଚାଳନାରେ ସମ୍ପୂର୍ଣ ସହଯୋଗ କରିଥିଲେ।

0
0
0
s2sdefault