ହିଞ୍ଜିଳି : ହିଞ୍ଜିଳି ଥାନା ଅର୍ନ୍ତଗତ କଞ୍ଚୁରୁ ଦୁର୍ବନ୍ଧ ରାସ୍ତାରେ ଶଙ୍କର ବେହେରା ନାମକ ଜଣେ ଯୁବକ ମୋଟରସାଇକେଲ ରେ ଯିବା ବେଳେ ଗଛରେ ପିଟି ହୋଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛି। ମୃତ ଯୁବକ ର ଘର ହିଞ୍ଜିଳି ସହର କେଉଟ ସାହି ଓ କୌଣସି କାମରେ ଆସିଥିବା ବେଳେ ଦୁର୍ଘଟଣାର ସମ୍ମୁଖିନ ହୋଇଛି। ଖବର ପାଇ ପରିବାର ଲୋକେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ମୋଟରସାଇକେଲ ଓ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ରାଜ୍ୟ
ଗଛରେ ପିଟି ହୋଇ ମୋଟରସାଇକେଲ ଚାଳକ ମୃତ।
- Hits: 26