ଅସ୍ତରଙ୍ଗ: ଲୋକ ସଭା ନିର୍ବାଚନ ର ବର୍ଷକ ପରେ ଜଗତସିଂହପୁର ସାଂସଦ ଶ୍ରୀ ବିଭୁ ପ୍ରସାଦ ତାରାଇ ଅସ୍ତରଙ୍ଗ ବ୍ଲକ ର ଲୋକସଭା ପ୍ରତିନିଧି ମନୋନୀତ କରିଛନ୍ତି l ସେ ହେଉଛନ୍ତି ଅସ୍ତରଙ୍ଗ ଗ୍ରାମର ଶ୍ରୀ ଦିବାକର ଛାଟୋଇ l ଶ୍ରୀ ଛାଟୋଇ ପ୍ରଥମରେ କଂଗ୍ରେସ ଦଳରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରି, ସରପଞ୍ଚ, ସମିତିସଭ୍ୟ, ହେବା ସହ ତାଙ୍କ ସହଧର୍ମିଣୀ ଙ୍କୁ ଅସ୍ତରଙ୍ଗ ବ୍ଲକ ର ଅଧ୍ୟକ୍ଷ ପଦ ରେ, 2007 ରୁ 2012 ପର୍ଯ୍ୟନ୍ତ ବଷାଇ ପାରିଥିଲେ. l ଏହି ସମ୍ବନ୍ଧ ରେ ଏକ ଲିଖିତ ନିଯୁକ୍ତି ପତ୍ର ସାଂସଦ ଶ୍ରୀଯୁକ୍ତ ତରାଇ ମାନ୍ୟବର ଜିଲ୍ଲାପାଳ ପୂରୀ ଙ୍କ ନିକଟକୁ ପ୍ରେରଣ କରିଛନ୍ତି l
ରାଜ୍ୟ
ଦିବାକର ଛାଟୋଇ ଅସ୍ତରଙ୍ଗ ବ୍ଲକ ସାଂସଦ ପ୍ରତିନିଧି l
- Hits: 167