ଧଣ୍ଡାମୁଣ୍ଡା ଜବାହର ଲାଲ ଉଚ୍ଚ ବିଦ୍ୟାଳୟ ରେ ଅଭିଭାବକ, ଅଭିଭାବିକା ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖପ୍ରାଖୋଲ ୧୯/୪(ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଜବାହର ଲାଲ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ଶିକ୍ଷା ର ଗୁଣାତ୍ମକ ବିକାଶ ପାଇଁ ହେଉଥିବା ପ୍ରୟାସ କୁ ନେଇ ଏକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି I ବୈଠକ ରେ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ପାତ୍ର ଅଧକ୍ଷତା କରିଥିବା ଵେଳେ ଅଜୟ ଭୋଇ, ଲିଙ୍ଗରାଜ ମେହେର, ଅମ୍ବିକା କଲେତ, ବିଜୟ କୁମାର ବେହେରା, ପ୍ରଭୃତି ଶିକ୍ଷକ ବିଭିନ୍ନ ବିଷୟ ପ୍ରତି ଶିକ୍ଷା ର ତୃଣ ମୁଲ ବିକାଶ, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା, ଅଂଶୁଘାତ, ଶୈକ୍ଷିକ କ୍ୟାଲେଣ୍ଡର, ଗ୍ରୀଷ୍ମ ବକାଶ ଗୃହ କାର୍ଯ୍ୟ, ମାଗଣା ପାଠ୍ୟ ପୁସ୍ତକ ଯୋଗାଣ,ପ୍ରଭୃତି ବିଷୟରେ ନିଜର ମତ ଦେବା ସହ ସ୍କୁଲ ର ତୃଣମୂଳ ବିକାଶ ବିଷୟରେ ଆଲୋଚନା କରିଥିଲେ ଓ ସ୍କୁଲ କମିଟି ଅଭିଭାବକ ଅଭିଭାବିକା ସମସ୍ତେ ଉପସ୍ଥିତ ଥିଲେ ଶେଷ ରେଶିକ୍ଷକ ବିଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ

0
0
0
s2sdefault