ହେଡଲାଇନସ୍:

୨୦୦୬ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଓଡ଼ଗାଁ,୧୪।୦୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ବିଦ୍ୟାପୀଠର ୨୦୦୬ ବ୍ୟାଚ୍ ଛାତ୍ର ମାନଙ୍କ ଏକ ପାରିବାରିକ ବନ୍ଧୁ ମିଳନ ଉତ୍ସବ ରବିବାର ନିକଟସ୍ଥ ବୁଢ଼ାବୁଢ଼ୀଆଣି ଡ୍ୟାମ୍ ଠାରେ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମଟି ଓଡ଼ଗାଁରେ ଉପସ୍ଥିତ ସହପାଠୀ ବନ୍ଧୁ ମାନଙ୍କ ପ୍ରଚେଷ୍ଟା ସଫଳ ହୋଇଥିଲା । କାର୍ଯ୍ୟକ୍ରମରେ ସାରସ୍ଵତ, ସୌରଭ, ରାଜେଶ, ଦିନେଶ, ବଳଭଦ୍ର, ସତ୍ୟନାରାୟଣ, ସୁରଜ ମିଶ୍ର, କୃପାସିନ୍ଧୁ, ଜନ୍ମେଜୟ, ସଞ୍ଜୟ, ରୁଦ୍ର ମାଧବ, ସତ୍ୟପ୍ରକାଶ, ଶୁଭମଙ୍କ ଦ୍ବାରା କାର୍ଯ୍ୟକ୍ରମକୁ ସଫଳତା ପ୍ରଦାନ କରା ଯାଇଥିବା ବେଳେ ଆଗାମୀ ଦିନରେ ଏହାକୁ ଆହୁରି ସୁନ୍ଦର ଓ ଦୃଢୀଭୂତ କରିବାକୁ ସଂକଳ୍ପ ନେଇଥିଲେ। ଏହି ବନ୍ଧୁମିଳନରେ ପ୍ରାୟ ୮୦ ଜଣ ବନ୍ଧୁ ସପରିବାର ଯୋଗ ଦେଇଥିଲେ ।

0
0
0
s2sdefault