ହେଡଲାଇନସ୍:

କାର ଧକ୍କାରେ ଯୁବକ ମୃତ୍ୟୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁବର୍ଣ୍ଣପୁର. ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଏଫସିଆଇ ସ୍ଥିତ ପେଟ୍ରୋଲପମ୍ପ ନିକଟରେ କାର ଧକ୍କା ରେ ବାଇକ ଆରୋହୀ ଙ୍କ ମୃତୁ ଘଟିଥିବା ସୂଚନା ମିଳିଛି l ମୃତୁ ବ୍ୟକ୍ତି ଜଣକ ହେଲେ ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବାନ୍ଦୁମୁଣ୍ଡା ଗ୍ରାମର ହୀରାଧର ସା ବୋଲି ଜଣା ପଡିଛି l ଘଟଣା ସ୍ଥଳେ ଡୁଙ୍ଗୁରିପାଲି ପୋଲିସ ପହଁଚି କାର କୁ ଜବ କରି ଅଧିକ ତଦନ୍ତ କରୁଛି l ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ଜଣକ ଡୁଙ୍ଗୁରିପାଲି ହlଟ କୁ ପନିପରିବା ବିକ୍ରି କରି ଘରକୁ ଫେlରୁ ଥିବା ବେଳେ FCI ନିକଟରେ ଡୁଙ୍ଗୁରିପାଲି ପଟ୍ଟୁ ଦ୍ରୁତ ଗତି ରେ ଯାଉଥିବା କାର ପଛ ପଟ୍ଟୁ ବାଇକ କୁ ଧକ୍କା ଦେଇଥିଲା l ସ୍ତାନୀୟ ଲୋକେ ବାଇକ ଆରୋହୀ କୁ ତୁରନ୍ତ ଡୁଙ୍ଗୁରିପାଲି ହସ୍ପିଟାଲ କୁ ଆଣିଥିଲେ ହେଁ ତାଙ୍କ ମୃତ୍ୟୁ ଘଟିଥିବା ଡ଼ାକ୍ତର ଘୋଷଣା କରିଥିଲେ l ଏନେଇ ଡୁଙ୍ଗୁରିପାଲି ପୋଲିସ ଶବବ୍ୟବଚ୍ଛେଦ ପାଇଁ ବିନିକା ପଠାଇଛି।କାର ଟିକୁ ଜବତ କରି ତଦନ୍ତ କରୁଛି ବୋଲି ପୋଲିସ ଠାରୁ ପ୍ରକାଶl

0
0
0
s2sdefault