(ଶାସକ ପ୍ରଶାସକ/ଶିବରାମଜେନା)-ଖଲିକୋଟ: ୧/୪, ଆଜି ସ୍ଥାନୀୟ ଖଲ୍ଲିକୋଟ ବରିଷ୍ଠ ନାଗରିକ ମଞ୍ଚରେ,ବରିଷ୍ଠ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଓଡ଼ିଶା ଦିବସ ପାଳନ ହୋଇଥିଲା । ଏଅଵସରରେ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଥିଲେ, ସଭାପତି ଡକ୍ଟର ହରପ୍ରସାଦ ମହାପାତ୍ର, ମୁଖ୍ୟ ବକ୍ତା ପୂର୍ଣ୍ଣଚନ୍ଦ୍ର ରଥ, ସମ୍ମାନୀତ ଅତିଥି ଵସନ୍ତ କୁମାରୀ ସାମନ୍ତ , ଥିବା ବେଳେ ଅନ୍ୟାନ ମାନଙ୍କ ମଧ୍ୟରେ ଥିଲେ,ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ, କାର୍ଯ୍ୟ କାରୀ ସଭାପତି ବିପିନ ବିହାରୀ ସାମନ୍ତ ,ବରିଷ୍ଠ ଆଇନଜୀବି ରାଜେନ୍ଦ୍ର ପ୍ରସାଦ ରଥ ।
ରାମହରି ଦାଶ, ଶଶିଭୂଷଣ ପଟ୍ଟନାୟକ , ଆଇନଜୀବି କୃଷ୍ଣ ଚନ୍ଦ୍ର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ଶତପଥୀ,ସୁ୍ରେଶ ଚନ୍ଦ୍ର ଆଚାର୍ଯ୍ୟ , ତ୍ରିନାଥ ରାଜୁ,ଗହ୍ମା ନାହାକ , ଅଶୋକ ପାଳ, ପ୍ରତାପ ଚନ୍ଦ୍ର ମହାପାତ୍ର, ଆଇନ୍ ଜୀଵି ଵିନାୟକ ସାହୁ
ସମାଜ ସେବୀ ଶିବରାମ ଜେନା ,ଓ ଅନ୍ୟାନ୍ୟ ମାନେ ବୋଲି ଜଣାପଡିଛି।
ରାଜ୍ୟ
ବରିଷ୍ଠ ନାଗରିକ ମଞ୍ଚରେ ଓଡ଼ିଶା ଦିବସ ପାଳିତ ।
- Hits: 34