ହେଡଲାଇନସ୍:

ଗୋ ମାଂସ କାରବାରରେ ମୁଣ୍ଡଗାଁ ଅଶାନ୍ତ, ଘଟଣା ସ୍ଥଳରେ ପୋଲିସ ମୁତୟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭସ୍ମl ଥାନା ଅର୍ନ୍ତଗତ ମୁଣ୍ଡଗାଁ ରେ ଜଣେ ବ୍ୟକ୍ତି ବାଛୁରୀ କୁ ମାରି ମାଂସ ତିଆରି କରି ବିକ୍ରି କରି ଉଦ୍ୟମ କରିଥିବା ସମୟରେ ବାଛୁରୀ ମାଲିକ ଜାଣିଥିଲେ l ପରେ ଗ୍ରାମବାସୀ, ପୋଲିସ ଆସି ପହଂଚିଥିଲେ l ତାପରେ ପୋଲିସ ଘଟଣାରେ ସଂପୃକ୍ତ ୨ ଜଣଙ୍କୁ ପୋଲିସ ଉଠାଇ ନେଇଥିବା ବେଳେ ଅନ୍ୟ ୬ ଜଣ ବ୍ୟକ୍ତି ଫେରାର ଅଛନ୍ତି l ଗ୍ରାମବାସୀ ଏହାକୁ ନେଇ ଉତ୍ତ୍ୟକ୍ତ ଅଛନ୍ତି l

0
0
0
s2sdefault