ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସମେତ ଏହାର ଆଖପାଖ ଅଞ୍ଚଳରେ ରଙ୍ଗର ପର୍ବ "ହୋଲି" ଧୂମଧାମରେ ପାଳିତ ହୋଇ ଯାଇଛି।
ଏହି ରଙ୍ଗର ପର୍ବ ହୋଲି ଖେଳ ପାଳନ ବେଳେ ପାଣି ରଙ୍ଗ ଓ ରସାୟନିକ ରଙ୍ଗକୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଦେଇ ସମସ୍ତେ ପରସ୍ପର ମଧ୍ୟରେ ଫଗୁ ରଙ୍ଗ ମୁହଁରେ ବୋଳା ବୋଳି ହୋଇ ହାର୍ଷିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।
ରାଜ୍ୟ
ରଙ୍ଗର ପର୍ବ "ହୋଲି" ଧୂମଧାମରେ ପାଳିତ
- Hits: 78