ହେଡଲାଇନସ୍:

ସଙ୍ଗଠନ ପର୍ବ -୨୦୨୪: ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ଆଜି ପ୍ରକାଶ ପାଇଲା ୧୩ ଜିଲ୍ଲା ସଭାପତିଙ୍କ ନାମ

  •  ଜାନୁଆରୀ ୨୫ରେ ପ୍ରଥମ ପର୍ଯ୍ୟାୟରେ ପ୍ରକାଶ ପାଇଥିଲା ୨୩ ଜିଲ୍ଲା ସଭାପତିଙ୍କ ନାମ

ଭୁବନେଶ୍ୱର, ତା.୧୬/୦୨ : ଗତ ସେପ୍ଟେମ୍ବର ୨ ତାରିଖରୁ ପାର୍ଟିର “ସାଂଗଠନିକ ପର୍ବ – ୨୦୨୪” ଆରମ୍ଭ ହୋଇଥିଲା । ଗତ ଜାନୁଆରୀ ୨୫ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ୨୩ ଜିଲ୍ଲା ସଭାପତି ନାମ ତାଲିକା ପ୍ରକାଶ ପାଇଥିଲା । ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ମାନନୀୟ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସାଂସଦଙ୍କ ଅନୁମୋଦନକ୍ରମେ ୧୩ ଜିଲ୍ଲା ସଭାପତିଙ୍କ ନାମ ତାଲିକା ପ୍ରକାଶ ପାଇଛି । ଜିଲ୍ଲା ସଭାପତିମାନେ ହେଲେ;
ଅନୁଗୁଳ - ଶ୍ରୀ ଯଯାତି କେଶରୀ ପଟ୍ଟନାୟକ;
ଭଦ୍ରକ – ଶ୍ରୀ ଭଗବାନ ପଣ୍ଡା;
ଭୁବନେଶ୍ୱର - ଶ୍ରୀ ନିରଞ୍ଜନ ମିଶ୍ର;
ଗଜପତି - ଶ୍ରୀ ନବକିଶୋର ଶବର;
ଯାଜପୁର – ଶ୍ରୀମତୀ ଦେବଯାନୀ ପ୍ରଧାନ;
ଝାରସୁଗୁଡା – ଶ୍ରୀ ରଘୁନନ୍ଦନ ପଣ୍ଡା;
କନ୍ଧମାଳ – ଶ୍ରୀ ପଣ୍ଡିତ କୁମାର ବିସ୍‌ମାଝୀ;
ଖୋର୍ଦ୍ଧା – ଶ୍ରୀ ବିଶ୍ୱରଂଜନ ବଡଜେନା;
କୋରାପୁଟ – ଶ୍ରୀ ଶିବ ମୁଦୁଲି;
ନୟାଗଡ – ଶ୍ରୀ ତାପସ ରଂଜନ ମାର୍ଥା;
ରାୟଗଡା – ଶ୍ରୀ ଗୋପି ଆନନ୍ଦ;
ସୁବର୍ଣ୍ଣପୁର – ଶ୍ରୀ ବେଣୁଧର ଦାଶ;
ରାଉରକେଲା – ଶ୍ରୀମତୀ ପୂର୍ଣ୍ଣିମା କେର୍କେଟା

0
0
0
s2sdefault