ଭୁବନେଶ୍ୱର : ଉଭୟ ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ୮୦ ବର୍ଷ କିମ୍ବା ତଦୁର୍ଦ୍ଧ ବୟସ୍କ ଭତ୍ତା ହିତାଧିକାରୀ ଏବଂ ଶତକଡା ୮୦ କିମ୍ବା ତଦୁର୍ଦ୍ଧ ଭିନ୍ନକ୍ଷମତା ଥିବା ଭତ୍ତା ହିତାଧିକାରୀମାନଙ୍କ ଭତ୍ତା ରାଶିକୁ ୩୫୦୦ ଟଙ୍କାକୁ ବୃଦ୍ଧି କରାର୍ଯାଇଅଛି । ଏହାକୁ ଜାନୁଆରୀ ୨୦୨୫ ମାସରୁ ଲାଗୁ କରାଯିବ ।
ରାଜ୍ୟ
ଭତ୍ତା ବୃଦ୍ଧି ପାଇଁ ପୂର୍ବ ଘୋଷଣା ଜାନୂୟାରୀ ମାସରୁ ଲାଗୁ ହେବ
- Hits: 42