ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବାଲିମେଦ ପଞ୍ଚାୟତ ରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇ ଯାଇଛି। ଏହି ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ଅଶୋକ କୁମାର ଦାସ, ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ , ସରପଂଚ ସଂଯୁକ୍ତା ଦାସ ଉପସ୍ଥିତ ରହି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।। ଅନ୍ୟ ପକ୍ଷ ରେ ସ୍ଥାନୀୟ ଚାରି ବାଟିଆ ଠାରେ ଏକ ପାର୍କ ର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ଥିବା ବେଳେ ସ୍ଥାନୀୟ ବିଧାୟକ ଓ ସାଂସଦ କୌଣସି କାରଣ ବଶତଃ ଭିତ୍ତି ପ୍ରସ୍ତର ସ୍ଥାପନ ନ କରି ଫେରି ଆସି ଥିଲେ।
ରାଜ୍ୟ
ନୂତନ ସ୍ବାସ୍ଥ୍ୟ କେନ୍ଦ୍ର ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ।
- Hits: 14