ହେଡଲାଇନସ୍:

୨୯ରେ ପ୍ରକାଶ ପାଇବ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜ୍ଞପ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭୁବନେଶ୍ୱର: ରାଜ୍ୟରେ ବିଧିବଦ୍ଧ ଭାବରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ (ସାମଗ୍ରିକ ଭାବରେ ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ) ପାଇଁ ବିଜ୍ଞପ୍ତି ଅପ୍ରେଲ ୨୯ ତାରିଖରେ ପ୍ରକାଶ ପାଇବା
ଏହି ଅବ ସର ରେ ସଂସଦୀୟ କ୍ଷେତ୍ର ନାମ, ଜିଲ୍ଲା , ମହିଳା, ପୁରୁଷ ଓ ତୃତୀୟ ଲ ଙ୍ଗି ଭୋଟର ସଂଖ୍ୟା, ଜେଣ୍ଡର ରେସିଓ, ଯୁବ ଭୋଟର ସଂଖ୍ୟା, ପୋଲିଂ ବୁଥ୍ ସଂଖ୍ୟା ଓ ସି-ଭିଜିଲ୍ ସମ୍ବନ୍ଧୀୟ ସୂଚନା ଜଣାଇ ଦିଆଯାଉଛିା
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ୨୦୨୪ ମଇ ୬ ତାରିଖ (ସୋମବାର) ଧାର୍ଯ୍ୟ କରାଯାଇଥିବାବେଳେ ୨୦୨୪ ମଇ ୭ ତାରିଖ (ମଙ୍ଗଳବାର) ଦିନ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା
୨୦୨୪ ମଇ ୯ ତାରିଖ (ଗୁରୁବାର) ଦିନକୁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯିବା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ୨୦୨୪ ମଇ ୨୫ ତାରିଖ (ଶନିବାର) ଦିନ ଅନୁଷ୍ଠିତ ହେବ ଏବଂ ୨୦୨୪ ଜୁନ୍ ୪ ତାରିଖ
(ମଙ୍ଗଳବାର) ଦିନ ନିର୍ବାଚନ ଫଳ ଘୋଷଣା କରାଯିବା

0
0
0
s2sdefault