ଚମ୍ପୁଆରୁ ମୁରଲୀ ଶର୍ମା, ବାସୁଦେବପୁରରୁ ବାଣୀକଲ୍ୟାଣ
ସାଲେପୁରରୁ ଅରିନ୍ଦମ, କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି
ଭୁବନେଶ୍ୱର :ବିଜେପି ଆଜି ଆଉ ୮ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଆଜି ଘୋଷଣା ହୋଇଥିବା ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ରହିଛି ଏମାନଙ୍କ ନାଁ |
କେନ୍ଦ୍ରାପଡ଼ା- ଗୀତାଞ୍ଜଳି ସେଠୀ
ଖୋର୍ଦ୍ଧା- ପ୍ରଶାନ୍ତ ଜଗଦ୍ଦେବ
ସାଲେପୁର- ଅରିନ୍ଦମ ରାୟ
ବାସୁଦେବପୁର- ବାଣୀକଲ୍ୟାଣ ମହାନ୍ତି
ଚମ୍ପୁଆ- ମୁରଲୀ ମନୋହର ଶର୍ମା
ତେଲକୋଇ- ଫକୀର ମୋହନ ନାଏକ
ବସ୍ତା- ରବୀନ୍ଦ୍ର ଅଣ୍ଡିଆ
ହିନ୍ଦୋଳ- ସୀମାରାଣୀ ନାଏକ