ହେଡଲାଇନସ୍:

କଂଗ୍ରେସରୁ ସୁର ବହିସ୍କୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚାରେ ଥିବା ତଥା ନିଜ ପୁଅକୁ ବିଜେଡିରୁ ସଂସଦ ପ୍ରାର୍ଥୀ ଭାବେ ଠିଆ କରାଇ ବିବାଦୀୟ ହୋଇ ପଡିଥିବା କଂଗ୍ରେସ ବିଧାୟକ ସୁୁରେଶ ରାଉତରାୟଙ୍କୁ କଂଗ୍ରେସରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି ନିଷ୍ପତ୍ତି ନେଇଛି ଏଆଇସିସି | ରାଜ୍ୟ ପକ୍ଷରୁ ଯାଇଥିବା ପ୍ରସ୍ତାବ ଆଧାରରେ ଏହି ନିଷ୍ପତ୍ତି ଅଖିଳ ଭାରତ କଂଗ୍ରେସ କମିଟି ନେଇଥିବା ଶୁଣିବାକୁ ମିଳୁଛି ।

Image

0
0
0
s2sdefault