ହେଡଲାଇନସ୍:

ଦୁର୍ନୀତି ନିବାରଣ ଶପଥ କରାଇଲେ ପୋଲିସ ମହାନିର୍ଦେଶକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ପୋଲିସ ମହାନିର୍ଦେଶକ ଡ ଆର ପି ଶର୍ମା ଅଧିକାରୀମାନଙ୍କୁ ଶପଥ ପାଠ କରାଇଛନ୍ତି । ସମାଜର ସବୁ ସ୍ତରରୁ ଦୁର୍ନୀତି ମୂଳୋତ୍ପାଟନ ସହ କାର୍ଯ୍ୟରେ ସ୍ୱଚ୍ଛତା ଓ ସାଧୁତା ପାଇଁ ସେ ଶପଥ ପାଠ କରାଇଥିଲେ ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି, ବିନୟାନନ୍ଦ ଝା, ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଆଇଜି ସଞ୍ଜୟ ସିଂ, ଅମିତାଭ ଠାକୁରଙ୍କ ସମେତ ସମସ୍ତ ଏଆଇଜି ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 

0
0
0
s2sdefault