ଚାନ୍ଦବାଲିରୁ ମନମୋହନ , ମୁନାଙ୍କୁ ଦିଗପହଣ୍ଡି ଓ ଆକାଶଙ୍କୁ କୋରେଇ
-
କାଟିଲେ ବିଧାୟକ ଲଳିତେନ୍ଦୁ, ତାଙ୍କ ଜାଗାରେ ବ୍ରହ୍ମଗିରିରୁ ଲଢ଼ିବେ ଝିଆରୀ ଉପାସନା
-
ପଦ୍ମପୁରରୁ ଗୋବର୍ଦ୍ଧନ ଭୁଏ, ଭଟଲିରୁ ଇରାଶିଷ ଆଚାର୍ଯ୍ୟ
ଭୁବନେଶ୍ୱର: ୮୦ ଆସନରେ ପ୍ରାର୍ଥୀ ମିଳୁନାହାଁନ୍ତି , ୧୪୭ ପ୍ରାର୍ଥୀ ତ ଦୂରର କଥା ବୋଲି ଦିନେ ତଳେ ବିଜେଡି ଆକ୍ଷେପ କରିବା ପରେ ଆଜି ପ୍ରକାଶ ପାଇଛି ରାଜ୍ୟ ବିଜେପିର ୧୧୨ ଜଣିଆ ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । କେନ୍ଦ୍ରୀୟ ନିର୍ବାଚନ କମିଟିର ଅନୁମୋଦନ ପରେ ଏହି ତାଲିକା ଘୋଷିତ ହୋଇଛି । ବିଜେପି ସଭାପତି ମନମୋହନ ସାମଲ ଚାନ୍ଦବାଲିରେ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ଛାଡି ବିଜେପିରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ଦିଗପହଣ୍ଡି, ଆକାଶ ନାୟକଙ୍କୁ କୋରେଇ, ପ୍ରିୟଦର୍ଶୀ ମିଶ୍ରଙ୍କୁ ଭୁବନେଶ୍ୱର ଉତ୍ତର , ଅରବିନ୍ଦ ଢାଲିଙ୍କୁ ଜୟଦେବରେ ପ୍ରାର୍ଥୀ କରିଛି ଦଳ | ବ୍ରହ୍ମଗିରି ଆସନରେ ଦାଦା ବଦଳରେ ପ୍ରାର୍ଥୀହୋଇଛନ୍ତି ଝିଆରୀ | ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ବଦଳରେ ପ୍ରାର୍ଥୀ ହୋଇଛନ୍ତି ଲୁଲୁ ନନ୍ଦିନୀ ଉପାସନା ମହାପାତ୍ର |
କିଏ କେଉଁଠୁ ହେଲେ ପ୍ରାର୍ଥୀ
ପଦ୍ମପୁର- ଗୋବର୍ଦ୍ଧନ ଭୁଏ
ବିଜେପୁର- ସନତ କୁମାର ଗର୍ତ୍ତିଆ
ବରଗଡ଼- ଅଶ୍ୱିନୀ କୁମାର ଷଡ଼ଙ୍ଗୀ
ଅତାବିରା- ନିହାର ରଞ୍ଜନ ମହାନନ୍ଦ
ଭଟଲି- ଇରାଶିଷ ଆଚାର୍ଯ୍ୟ
ବ୍ରଜରାଜ ନଗର- ସୁରେଶ ପୂଜାରୀ
ଝାରସୁଗୁଡ଼ା- ଟଙ୍କଧର ତ୍ରିପାଠୀ
ତଳସରା- ଭବାନୀ ଶଙ୍କର ଭୋଇ
ସୁନ୍ଦରଗଡ଼- ଶ୍ରୀମତୀ କୁସୁମ ଟେଟେ
ବୀରମିତ୍ରପୁର- ଶଙ୍କର ଓରାମ
ରଘୁନାଥପଲ୍ଲୀ- ଦୁର୍ଗାଚରଣ ତନ୍ତୀ
ରାଜଗାଙ୍ଗପୁର- ନରସିଂହ ମିଞ୍ଜ୍
ବଣାଇ- ଶ୍ରୀମତୀ ସେବତୀ ନାୟକ
କୁଚିଣ୍ଡା- ରବିନାରାୟଣ ନାଏକ
ରେଙ୍ଗାଲି- ନାଉରି ନାୟକ
ସମ୍ବଲପୁର- ଜୟନାରାୟଣ ମିଶ୍ର
ରେଢ଼ାଖୋଲ- ଦେବେନ୍ଦ୍ର ମହାପାତ୍ର
ଦେବଗଡ଼- ସୁବାସ ଚନ୍ଦ୍ର ପାଣିଗ୍ରାହୀ
ଆନନ୍ଦପୁର- ଆଲୋକ କୁମାର ସେଠୀ
କେନ୍ଦୁଝର- ମୋହନ ଚରଣ ମାଝୀ
ଯଶୀପୁର- ଗଣେଶ ରାମ ସିଂହ ଖୁଣ୍ଟିଆ
ଉଦଳା- ଭାସ୍କର ମଢ଼େଇ
ବଡ଼ସାହି- ସନାତନ ବିଜୁଳି
ବାରିପଦା- ପ୍ରକାଶ ସୋରେନ୍
ମୋରଡ଼ା- ଡ. କୃଷ୍ଣଚନ୍ଦ୍ର ମହାପାତ୍ର
ଜଳେଶ୍ୱର- ବ୍ରଜ ପ୍ରଧାନ
ବାଲେଶ୍ୱର- ମାନସ କୁମାର ଦତ୍ତ
ରେମୁଣା- ଗୋବିନ୍ଦ ଚନ୍ଦ୍ର ଦାସ
ସୋର- ରାଜେନ୍ଦ୍ର ଦାସ
ସିମୁଳିଆ- ପଦ୍ମଲୋଚନ ପଣ୍ଡା
ଭଦ୍ରକ- ସୀତାଶୁଂ ଶେଖର ମହାପାତ୍ର
ଧାମନଗର- ସୂର୍ଯ୍ୟବଂଶୀ ସୂରଜ
ଚାନ୍ଦବାଲି- ମନମୋହନ ସାମଲ
ବିଝାଂରପୁର- ଶ୍ରୀମତୀ ବବିତା ମଲ୍ଲିକ
ବଡ଼ଚଣା- ଅମର କୁମାର ନାୟକ
ଧର୍ମଶାଳା- ଶ୍ରୀମତୀ ସ୍ମୃତିରେଖା ପହି
ଯାଜପୁର- ଗୌତମ ରାୟ
କୋରେଇ- ଆକାଶ ଦାସ ନାୟକ
ସୁକିନ୍ଦା- ପ୍ରଦୀପ ବଳସାମନ୍ତ
ଢ଼େଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର
କାମାକ୍ଷାନଗର- ଶତ୍ରୁଘ୍ନ ଜେନା
ପରଜଙ୍ଗ- ବିଭୂତି ଭୂଷଣ ଜେନା
ପାଲଲହଡ଼ା- ଅଶୋକ ମହାନ୍ତି
ତାଳଚେର- କାଳନ୍ଦୀ ଚରଣ ସାମଲ
ଅନୁଗୁଳ- ପ୍ରତାପ ଚନ୍ଦ୍ର ପ୍ରଧାନ
ଛେଣ୍ଡିପଦା- ଅଗସ୍ତି ବେହେରା
ଆଠମଲ୍ଲିକ- ସଞ୍ଜୀବ ସାହୁ
ବୀରମହାରାଜପୁର- ରଘୁନାଥ ଜଗଦଲା
ସୋନପୁର- ପ୍ରମୋଦ ମହାପାତ୍ର
ଲୋଇସିଂହା- ଡ. ମୁକେଶ ମହାଲିଙ୍ଗ
ପାଟଣାଗଡ଼- କନକ ବର୍ଦ୍ଧନ ସିଂହଦେଓ
ବଲାଙ୍ଗୀର- ଗୋପାଳଜୀ ପାଣିଗ୍ରାହୀ
ଟିଟିଲାଗଡ଼- ନବୀନ ଜୈନ
କଣ୍ଟାବାଂଝୀ- ଲକ୍ଷ୍ମଣ ବାଗ୍
ନୂଆପଡ଼ା- ଅଭିନନ୍ଦନ କୁମାର ପଣ୍ଡା
ଖରିଆର- ହିତେଶ କୁମାର ବଗର୍ତ୍ତି
ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ
ନବରଙ୍ଗପୁର- ଗୌରୀଶଙ୍କର ମାଝୀ
ଲାଞ୍ଜିଗଡ଼- ରମେଶ ଚନ୍ଦ୍ର ମାଝୀ
ଜୁନାଗଡ଼- ମନୋଜ କୁମାର ମେହେର
ଧର୍ମଗଡ଼- ସୁଧୀର ପାଟ୍ଟଯୋଶୀ
ଭବାନୀପାଟଣା- ପ୍ରଦୀପ୍ତ କୁମାର ନାୟକ
ନର୍ଲା- ଅନିରୁଦ୍ଧ ପଧାନ
ବାଲିଗୁଡ଼ା- ଶ୍ରୀମତୀ କଳ୍ପନା କୁମାର କହଁର
ଜି.ଉଦୟଗିରି- ମାନଗୋବିନ୍ଦ ପ୍ରଧାନ
ଫୁଲବାଣୀ- ଉମାଚରଣ ମଲ୍ଲିକ
କଣ୍ଟାମାଳ-କ ହ୍ନାଇ ଚରଣ ଡାଙ୍ଗ
ବୌଦ୍ଧ- ସରୋଜ ପ୍ରଧାନ
ବଡ଼ମ୍ବା- ସମ୍ବିତ୍ ତ୍ରିପାଠୀ
ବାଙ୍କୀ- ତୁଷାରକାନ୍ତ ଚକ୍ରବର୍ତ୍ତୀ
ଆଠଗଡ଼- ଅଭୟ କୁମାର ବାରିକ
ଚୌଦ୍ୱାର କଟକ- ନୟନ କିଶୋର ମହାନ୍ତି
ନିଆଳି- ଛବି ମଲ୍ଲିକ
କଟକ ସଦର- ପ୍ରକାଶ ଚନ୍ଦ୍ର ସେଠୀ
ମାହାଙ୍ଗା- ସୁମନ୍ତ କୁମାର ଘଡ଼େଇ
ପାଟକୁରା-ତେଜେଶ୍ୱର ପରିଡ଼ା
ଆଳି- କୃଷ୍ଣଚନ୍ଦ୍ର ପଣ୍ଡା
ମହାକାଳପଡ଼ା- ଡ. ଦୁର୍ଗା ପ୍ରସନ୍ନ ନାୟକ
ପାରାଦ୍ୱୀପ- ସମ୍ପଦ କୁମାର ସ୍ୱାଇଁ
ତିର୍ତ୍ତୋଲ- ରାଜକିଶୋର ବେହେରା
ନିମାପଡ଼ା- ଶ୍ରୀମତୀ ପ୍ରଭାତୀ ପରିଡ଼ା
ପୁରୀ- ଜୟନ୍ତ କୁମାର ଷଡ଼ଙ୍ଗୀ
ବ୍ରହ୍ମଗିରି- ଶ୍ରୀମତୀ ଉପାସନା ମହାପାତ୍ର
ସତ୍ୟବାଦୀ-ଓମ୍ ପ୍ରକାଶ ମିଶ୍ର
ପିପିଲି- ଆଶ୍ରିତ କୁମାର ପଟ୍ଟନାୟକ
ଜୟଦେବ- ଅରବିନ୍ଦ ଢ଼ାଲି
ଭୁବନେଶ୍ୱର ମଧ୍ୟ- ଜଗନ୍ନାଥ ପ୍ରଧାନ
ଭୁବନେଶ୍ୱର ଉତ୍ତର- ପ୍ରିୟଦର୍ଶୀ ମିଶ୍ର
ଏକାମ୍ର ଭୁବନେଶ୍ୱର- ବାବୁ ସିଂହ
ଜଟଣୀ- ବିଶ୍ୱରଞ୍ଜନ ବଡ଼ଜେନା
ଚିଲିକା- ପୃଥ୍ୱୀରାଜ ହରିଚନ୍ଦନ
ରଣପୁର- ତାପସ ରଞ୍ଜନ ମାର୍ଥା
ଖଣ୍ଡପଡ଼ା- ଦୁଷ୍ମନ୍ତ ସ୍ୱାଇଁ
ଦଶପଲ୍ଲା- ରାଘବ ମଲ୍ଲିକ
ନୟାଗଡ଼- ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ
ଭଞ୍ଜନଗର- ପ୍ରଦ୍ୟୁମ୍ନ କୁମାର ନାୟକ
ପୋଲସରା- ଗୋକୁଳା ନନ୍ଦ ମଲ୍ଲିକ
କବିସୂର୍ଯ୍ୟନଗର- ପ୍ରତାପ ଚନ୍ଦ୍ର ନାୟକ
ଖଲ୍ଲିକୋଟ- ପୂର୍ଣ୍ଣଚନ୍ଦ୍ର ସେଠୀ
ଛତ୍ରପୁର- କୃଷ୍ଣଚନ୍ଦ୍ର ନାୟକ
ଆସ୍କା- ସରୋଜ କୁମାର ପାଢ଼ୀ
ସୋରଡ଼ା- ନୀଳମଣି ବିଶୋଇ
ହିଞ୍ଜିଳି- ଶିଶିର ମିଶ୍ର
ଗୋପାଳପୁର- ବିଭୂତି ଭୂଷଣ ଜେନା
ବ୍ରହ୍ମପୁର- କେ.ଅନୀଲ କୁମାର
ଦିଗପହଣ୍ଡି- ସିଦ୍ଧାନ୍ତ ମହାପାତ୍ର
ଚିକିଟି- ମନୋରଞ୍ଜନ ଦ୍ୟାନ ସାମନ୍ତରାୟ
ପାରଳାଖେମୁଣ୍ଡି- କେ. ନାରାୟଣ ରାଓ
ଗୁଣୁପୁର- ତ୍ରିନାଥ ଗମାଙ୍ଗ
କୋରାପୁଟ- ରଘୁରାମ ମାଛ
ପଟ୍ଟାଙ୍ଗୀ- ଚୈତନ୍ୟ ହନ୍ତାଳ
ମାଲକାନଗିରି- ନରସିଂହ ମାଡ଼କାମୀ