ହେଡଲାଇନସ୍:

ଦାବୀ ପରେ ବି ହୋଇ ପାରୁନି ଭାରତ ରତ୍ନ ଙ୍କ ନାମ ରେ ରାସ୍ତ। ନାମ କରଣ ।

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣପୁର ପୌରପରିଷଦ ବାଇପାସ୍ ଛକ ଠାରୁ ମେଡ଼ିକାଲ ଛକ ଯେଉଁ ଦୁଇଲେନ୍ ବିଶିଷ୍ଟ ରାସ୍ତା ରହିଛି ସେହି ରାସ୍ତାକୁ ଭାରତ ରତ୍ନ ଅଟଳବିହାରି ବାଜପେଇ ମାର୍ଗ ନାମରେ ନାମକରଣ କରିବା ନେଇ ଦାବୀ ହେଉଥିଲେ ମଧ୍ୟ ଏହାର ଫଳପ୍ରଦ ହେଉନାହିଁ । ଏହି ନାମ କରଣ କୁ ନେଇ ଗୁଣପୁରରେ ଥିବା ସଙ୍ଗଠନ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ସ୍ମୁତି କମିଟି ଦ୍ଵାରା ଗୁଣପୁର ଉପଜିଲ୍ଲାପାଳ ଜରିଆରେ ରାଜ୍ୟପାଳ ଙ୍କୁ ଦାବିପତ୍ର ଦେବା ସହ ଗୁଣପୁର ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ମଧ୍ୟ ତିନି ଥର ଦାବିପତ୍ର ପ୍ରଦାନ କରଯାଇଥିଲା । କିନ୍ତୁ ଏହି ଦାବିପତ୍ର କେବଳ ଦାବି ହୋଇ ରହିଗଲା ସରକାରୀ ନାଲିଫିତା ତଳେ ନିଷ୍ପତ୍ତି ଅପେକ୍ଷା ରେ 5 ବର୍ଷ Whether ଏହାକୁ ନେଇ ବୁଦ୍ଧିଯିବି ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ହେଉଛି ।

 

0
0
0
s2sdefault