ହେଡଲାଇନସ୍:

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର /ଉଦୟନାଥ ପଣ୍ଡା : ଆଜି ଜାନୁଆରୀ ୨୪ ବୁଧବାର ୨୦୨୪ ସମୟ ଦୀନ ୧୦ ଟା ସମୟରେ ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ସୋଇଯାଇଛି। ଉକ୍ତ ଶିବିରକୁ ଗୋଷ୍ଟି  ଉନ୍ନୟନ ଅଧିକାରୀ ଶ୍ରୀ ଶଶିଭୂଷଣ ମହାପାତ୍ର ,ଅତିରିକ୍ତ ଏବିଡିଓ ପାଢୀ, ପଞ୍ଚାୟତ ଅଧକ୍ଷ ନରିସଭା ନାୟକ , ଉପଖଣ୍ଡ ସାମାଜିକ ଓ ଗୋଷ୍ଠୀ ମଙ୍ଗଳ ଅଧିକାରୀ କରି ଏସ ଶବର ଓ ନାୟକ ପରିଚାଳନI କରିଥିଲେ I ମୋଟ ୩୧୧ ଭିନ୍ନକ୍ଷମ ଭତା, ଆବାସ,ବସପାସ, ରାସନକାର୍ଡ,ଲୋନ,ବIଣିଶ୍ରୀ, ଇନକମ୍ ପ୍ରମାଣ ପତ୍ର, ବିଭିନ୍ନ ଉପକରଣ ଓ ବିବାହ ସହାୟତା ପାଇଁ   ପଞ୍ଜୀକରଣ କରିଥିଲେ I

0
0
0
s2sdefault