ହେଡଲାଇନସ୍:

ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଗୁଣପୁର ଉତ୍ସବମୁଖର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଗୁଣୁପୁର : ଜାନୁଆରୀ 22 ତାରିଖ ଶ୍ରୀରାମ ଙ୍କ ଅଯୋଧ୍ୟା ର ଭଵ୍ୟ ମନ୍ଦିର ରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମୟ ରେ ଗୁଣପୁର ବାସୀଙ୍କ ଭିତରେ ଅବିଶ୍ଵସନୀୟ ଉତ୍ସାହ ପରିଲକ୍ଷିତ ହୋଇଥିଲା । ସହରର ଗଳି କନ୍ଦି ରେ ଶ୍ରୀରାମ ଙ୍କ ନାମ ଜପ, ସଂକୀର୍ତ୍ତନ, ପଣା ବଣ୍ଟନ, ମିଷ୍ଟାନ୍ନ ବଣ୍ଟନ, ନାମ ସଂକୀର୍ତ୍ତନ, ଅଭିଷେକ, ହୋମ ପୂଜା ଅର୍ଚ୍ଚନା, ବିରାଟ ଅଖଣ୍ଡ ଦ୍ୱୀପ, ରଙ୍ଗ ବେରଙ୍ଗ ରଙ୍ଗୋଲି, ସ୍ଥାନ ସ୍ଥାନରେ ବଡ଼ ବଡ଼ ହୋଡ଼ିଂ , ଶିଶୁ ମାନଙ୍କ ରାମାୟଣ ଆଧାରିତ ବେଶ ଭୁଷା, ମହିଳାଙ୍କ ମନ୍ତ୍ର ଉଚାରଣ, ମହିଳାଙ୍କ ଡାଣ୍ଡିଆ ନୃତ୍ୟ, ମନ୍ଦିର-ସାହି ମାନଙ୍କ ର ଆଲୋକ ସଜ୍ଜିତ, ସହରରେ ଆମିଷ-ମଦ ବନ୍ଦ, ସ୍ଥାନ ସ୍ଥାନରେ ପ୍ରସାଦ ସେବନ, ବିଶାଳ ବାଇକ - ପାଦ ଚଲା ଶୋଭାଯାତ୍ରା , ପ୍ରକମ୍ପିତ ଲରୁଥିବା ଅତସବାଜି -ସ୍ଲୋଗାନ, ଘରେ ଘରେ ଦୀପାବଳି ର ବାତାବରଣ ସୃଷ୍ଟି କରିଥିଲା |

0
0
0
s2sdefault