ହେଡଲାଇନସ୍:

ସଜାଡ଼ିବା ଓ ସାଇତି ରଖିବା ଛାତ୍ର ଜୀବନରେ ଅତି ଗୁରୁତ୍ୱପୂର୍ଣ୍ଣ ଅଭ୍ୟାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶିଶୁମାନେ କିଭଳି ପ୍ରତ୍ୟେକ ଜିନିଷକୁ ସାଇତି ରଖି ସଜାଡିବେ ଏବଂ ପଢାପଢି କରିବା ଆବଶ୍ୟକ ତାହାକୁ ସ୍ଵାମୀ ମୁକୁନ୍ଦାନନ୍ଦ ଜୀ ଙ୍କ ବାର୍ତ୍ତାକୁ ନେଇ ବାଳମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ରବିବାର ସନ୍ଧ୍ୟା ରେ ସ୍ଥାନୀୟ ଆର୍ବନ୍ ହଷ୍ଟେଲର ଛାତ୍ରାବାସକୁ ଭ୍ରାମ୍ୟମାଣ କରି 'ବାଲ୍ ସଂସ୍କାର' କାର୍ଯ୍ୟକ୍ରମରେ ଯୋଗଦେଇ ନୈତିକ ଶିକ୍ଷା ପ୍ରଦାନ କରିଥିଲେ।
ଗୀତ ଓ ଗଳ୍ପ ମାଧ୍ୟମରେ ସୁନ୍ଦର ଭାରତର ପରିକଳ୍ପନା କରିବାରେ ଛାତ୍ରମାନଙ୍କର ଭୂମିକା ବିଷୟରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଗୀତାଞ୍ଜଳି ବେହେରା ସହଯୋଗ କରିଥିଲେ।

0
0
0
s2sdefault