ହେଡଲାଇନସ୍:

ସମିତିସଭ୍ୟ ଙ୍କ ପିତା ତଥା ସମାଜସେବୀ ସ୍ବର୍ଗତ ସୌରୀ ମହାନ୍ତିଙ୍କ ସ୍ମୃତି ସଭା l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ):  ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁର ଗ୍ରାମ ପଞ୍ଚାୟତ ବଗୁଲିପଡ଼ା ଗ୍ରାମର ସମାଜସେବୀ ତଥା ଦାଉଦପୁର ସମିତିସଭ୍ୟ ଆଶିଷ କୁମାର ମହାନ୍ତିଙ୍କ ପିତା ସ୍ବର୍ଗତ ସୌରୀଚରଣ ମହାନ୍ତିଙ୍କ ଦ୍ବାଦଶାହ ଦିବସ ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଛି। ସରପଞ୍ଚ ଲଳିତେନ୍ଦୁ ବିଶୋଇଙ୍କ ପୌରହିତ୍ୟରେ ଏଥୁରେ ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ଯୁବବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତ, ଜିଲ୍ଲାପରିଷଦ ସଭ୍ୟ ଭୂପତିଭୂଷଣ ଷଣ୍ଢ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ହିମାଂଶୁଶେଖର ମହାନ୍ତି, ପୂର୍ବତନ ସରପଞ୍ଚ ଦିବାକର ସାହୁ, ସମାଜସେବୀ ବ୍ରଜମୋହନ ପଣ୍ଡା,ଯୁବନେତା ହେମନ୍ତ ମହାନ୍ତି, ସୁଶାନ୍ତ ନାୟକ,ଗୌରାଙ୍ଗ ସାଇଁ,ଛାତ୍ର ବିଜେଡ଼ି ସଭାପତି ପ୍ରିୟବ୍ରତ ସାହୁ ଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ଓ ବିଜେଡ଼ି ଜନପ୍ରତିନିଧୁ ମାନେ ଉପସ୍ଥିତ ହୋଇ ସ୍ମୃତିଚାରଣ କରିଥିଲେ । କନିଷ୍ଠ ପୁତ୍ର ସୁଶାନ୍ତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault