ହେଡଲାଇନସ୍:

ଅଲ୍ ଓଡ଼ିଶା ମିନି ଟ୍ରକ ମାଲିକ ସଂଘ ପକ୍ଷରୁ ରକ୍ତଦାନ ଏଵଂ ଅଙ୍ଗଦାନ ଶିଵିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଅଲ ଓଡ଼ିଶା ମିନି ଟ୍ରକ ମାଲିକ ସଂଘ ଓ ଓଡ଼ିଶା ମୋ ପରିବାର ମିଳିତ ସହଯୋଗରେ ମଞ୍ଚେଶ୍ୱରସ୍ଥିତ ସଂଘ କାର୍ଯ୍ୟାଳୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଓ ଅଙ୍ଗ ଦାନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ, ବିଏମସି ମେୟର ଶ୍ରୀମତି ସୁଲୋଚନା ଦାସ, ବିଧାୟକ ସମୀର ରଂଜନ ଦାସ, ଶ୍ରମିକ କଲ୍ୟାଣ ବୋର୍ଡ ସଭାପତି ଶ୍ରୀମୟୀ ମିଶ୍ର, ଓଡ଼ିଶା ମୋ ପରିବାର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ସମ୍ପାଦକ ରୁଦ୍ର ସାମନ୍ତରାୟ, କର୍ପୋରେଟର ଅମରେଶ ଜେନା, ସକେନୁର ହାସନ୍, ମିନୁଶ୍ରୀ ଖୁଣ୍ଟିଆ, ମିହିର ରାଉତ, ମୋନାଲିସା ବେହେରା, ପୂର୍ବତନ କର୍ପୋରେଟର ସଞ୍ଜୟ ବଳିୟାର ସିଂହ, ଦାଶରଥି ନାୟକ, ଲୋକେଶ କୁମାରଙ୍କ, ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ଶ୍ରୀ ସୌମ୍ୟ ରଂଜନ ପ୍ରଧାନ, ଅକ୍ଷୟ ସ୍ବାଇଁ ସମେତ ସଂଘର ସଭାପତି ବଳରାମ ମହାପାତ୍ର, ସମ୍ପାଦକ ସୁଶାନ୍ତ କୁମାର ରଣା ସମେତ ଅଲ୍ ଓଡିଶା ମିନି ଟ୍ରକ ମାଲିକ ସଂଘର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ।

ଏହି ଶିବିର ରେ ୧୦୦ୟୁନିଟ ରକ୍ତ ସଂଗୃହୀତ ହୋଇ ଥିଲା ଓ ୫୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଅଙ୍ଗ ଦାନ କରିଥିଲେ ବୋଲି ସଂଯୋଜକ ଡ.ତ୍ରିପାଠୀ ଜଣେଇଛନ୍ତି।

0
0
0
s2sdefault