ହେଡଲାଇନସ୍:

ପାଇକମାଳରେ କୋସଲ ମହାବନ୍ଦର ପ୍ରଭାବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋସଲ ରାଜ୍ୟ ସମନ୍ବୟ ସମିତି ର ଡାକରାରେ  କୋସଲ ମହାବନ୍ଦର ମହା ପ୍ରଭାବ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାର ପାଇକମାଳ ଠାରେ । ପାଇକମାଳ ମୁଖ୍ୟ ଛକରେ ଆଜି ସକାଳ ଛଅ ଟାରୁ ମହାବନ୍ଦ ପାଳନ ଆରମ୍ଭ କରିଥିଲା କୋସଲ ସେନା । ଏହି ବନ୍ଦ ପାଳନରେ ଜୟ କିଶାନ ଆନ୍ଦୋଳନ ,ପାଇକମାଳ ଶାଖା , କୋସଲ ସେନା ,କୋସଲ ରାଜ୍ୟ ସମନ୍ବୟ ସମିତି ସହ ଆହୁରି ଅନେକ ଅନୁଷ୍ଠାନ ଏହି ବନ୍ଦ ପାଳନରେ ସାମିଲ ହୋଇଥିଲେ । ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର କୁ ଆସିଥିବା ଭକ୍ତ ମାନଙ୍କୁ ଛାଡ଼ିବା ସହ ବିଭିନ୍ନ ଆପତ କାଳୀନ ଗାଡ଼ି ମାନଙ୍କୁ ଛାଡି ଅନ୍ୟ ସମସ୍ତ ଗାଡ଼ି ଅଟକ ରଖାଯାଇଥିଲା ।

0
0
0
s2sdefault