ହେଡଲାଇନସ୍:

" ରାଜ୍ୟରେ ଓଡ଼ିଆ ଲୋକ ତାମିଲ ଭାଷା ଶିଖିବାର ଆବଶ୍ୟକତା ରହିଛି "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ରାଜ୍ୟରେ ଓଡ଼ିଆ ଲୋକଙ୍କୁ ତାମିଲ ଭାଷା ଶିଖିବାର ଆବଶ୍ୟକତା ରହିଛି | ତାମିଲ ଭାଷା ଶିଖିଲେ ହିଁ ବିକାଶ କରିପାରିବେ | ତେଣୁ ଓଡ଼ିଆ ଲୋକଂକୁ ତାମିଲ ଭାଷା ଶିଖାଇବା ପାଇଁ ଆମେ ନିଶୁଲ୍କ ତାମିଲ ଶିକ୍ଷା ପାଇଁ ସ୍କୁଲ ଖୋଲିବାକୁ ଯାଉଛୁ |" ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିକୁଞ୍ଜ ପଶାୟତ |

0
0
0
s2sdefault