ହେଡଲାଇନସ୍:

କାର୍ଯରେ ଯୋଗଦେଲେ ନୂତନ ତହସିଲଦାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ଼ :- ଓ ଏ ଏସ ସ୍ତରରେ ଅଦଳବଦଳ ହେବା ପରେ ଗତ କିଛିଦିନ ତଳେ ପାଇକମାଲ ରେ ନୂତନ ବିଡ଼ିଓ ଭାବରେ ଶ୍ରୀ ପ୍ରଫୁଲ୍ଲ କୁମାର ଓଦୋ ପୂର୍ବତନ ବିଡ଼ିଓ ସୁରେନ୍ଦ୍ର କୁମାର ସାହୁ ଙ୍କର ଠାରୁ ଦାଇତ୍ଵ ଗ୍ରହଣ କରି ନିଜର କାର୍ଯ୍ୟ ରେ ଯୋଗଦାନ କରିଥିବା ବେକେ ଆଜି ତହସିଲଦାର ଭାବରେ ସିନ୍ଧୁସୁତା ପାତ୍ର ନିଜର ଦାଇତ୍ୱ ଗ୍ରହଣ କରିଥିଲେ । ଆଜି ତହସିଲଦାର ଶ୍ରୀ ଅକ୍ଷୟ କୁମାର ବାଗ ଙ୍କର ଠାରୁ ଦାଇତ୍ୱ ଗ୍ରହଣ କରିବା ପରେ ତହସିଲ ଅଫିସ ର ସମସ୍ତ କର୍ମଚାରୀ ମାନେ ତାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ସରକାର ଙ୍କର ନିୟମ ମୁତାବକ ଏହି ଅଫିସ କୁ କାମ ପାଇଁ ଆସୁଥିବା ସମସ୍ତ ଲୋକଙ୍କ କାମ କୁ ସମ୍ପାଦନ ଜରାଯିବ ବୋଲି ନୂତନ ତହସିଲଦାର କହିଛନ୍ତି ।

0
0
0
s2sdefault