ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ 78 ତମ ଜନ୍ମ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୬.୧୦.୨୦୨୩/ସୁମନ୍ତ କୁମାର ଦାସ:  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ 78 ତମ ଜନ୍ମ ଦିବସ ଜଗତସିଂହପୁର ସ୍ଥିତ ସ୍ଥାନୀୟ ଶିଶୁ ଆଶ୍ରମ ର ଛାତ୍ରଛାତ୍ରୀ ଙ୍କ ଗହଣରେ ନିଜର ସମର୍ଥକ ମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମଦିନ ପାଳନ କରି ଦୀର୍ଘାୟୁ କାମନା କରିଛନ୍ତି ଅମରେନ୍ଦ୍ର ଦାସ l ଏହି ଅବସରରେ ସମସ୍ତ ଅନ୍ତେବାସୀ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ଓ ଫଳ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଜଗତସିଂହପୁର ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ, ସାରଙ୍ଗ ପାଇଟାଳ, ସେକ ରକିବ ଉଦ୍ଧିନ, ସୁଶାନ୍ତ ରଞ୍ଜନ ସ୍ୱାଇଁ, ବରୋଦା ପ୍ରସାଦ ରାୟ, କାଂହୁ ନାୟକ,ଦେବୀ ପ୍ରସାଦ ସାହାଣୀ, ରାଜେନ୍ଦ୍ର ଦାସ, ଦିଲ୍ଲୀପ ସ୍ୱାଇଁ, ଗୋଲାମ ଅଲ୍ଲୀ ଖାଁ, ବିଦୁ ଭୂଷଣ ଦାସ, ପାରିଷଦ ଦେବାଶିଷ ସ୍ୱାଇଁ, ନରେନ୍ଦ୍ର ବେହେରା, ପିତେଇପୁର ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ବେହେରା, ସଞ୍ଜୟ ପଲେଇ, ଅଂଶୁମାନ ବସ୍ତିଆ, ସାଇଦତ୍ତ ମହାନ୍ତି, ପ୍ରମୁଖ ଯୋଗଦେଇ ଥିଲେ l

0
0
0
s2sdefault