ହେଡଲାଇନସ୍:

ଫାବଇଣ୍ଡିଆର "ସ୍ୱର୍ଣ୍ଣିମ" ସହିତ ଶାରଦୀୟ ଦୁର୍ଗପୁଜାକୁ ପାଳନ କରନ୍ତୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଏହି ଶାରଦୀୟ ଦୁର୍ଗାପୂଜାରେ ଫାବଇଣ୍ଡିଆ ନେଇଅସିଛି ନୂତନତମ ଉପହାର "ସ୍ୱର୍ଣ୍ଣିମ" , ଯାହାକି ଏହି ଶାରଦୀୟ ଅବସରରେ ଆପଣଙ୍କ ଉତ୍ସହ ବର୍ଦ୍ଧକ ହେବ | ଏହି ବିଶେଷ ମୁହୂର୍ତ୍ତରେ ନିଜର ପ୍ରିୟଜନ ସହିତ ଯୋଡିହୋଇ ମଧୁର ଆନନ୍ଦରେ ବିଭୋର ହୁଅନ୍ତୁ |
ବନ୍ଧୁ ତଥା ପରିବାରବର୍ଗଙ୍କୁ ଏହି ସୁବର୍ଣ୍ଣ ସ୍ମୃତିର ଭାଗିଦାର କରାନ୍ତୁ, ଯାହାକି ସେମାନେ ବର୍ଷ ପାଇଁ ମନେରଖିପାରିବେ | ପେଣ୍ଡାଲ ହୋପିଙ୍ଗ ଠାରୁ ପାରିବାରିକ ସମାରୋହ ହେଉ ବା ୱାର୍ଡରୋବ ଠାରୁ ଘର ସଜାଇବା ପର୍ଯ୍ୟନ୍ତ ଆଗାମୀ ଉତ୍ସବ ପାଇଁ ନିଜକୁ ସଜାଇ ନିଅନ୍ତୁ |
ଏହି ସଂକଳନରେ ଭାରତୀୟ ହସ୍ତଶିଳ୍ପର ପରମ୍ପରା ଓ ସାଂସ୍କୃତିକ ଐତିହ୍ୟରେ ବୁଣାଯାଇ ସମୃଦ୍ଧ ରଙ୍ଗ, ସୁନ୍ଦର କାରିଗରୀ ଏବଂ ଏହି ଋତୁର ଜୀବନ୍ତତା ଉପରେ ଆଲୋକପାତ କରାଯାଇଛି।
ସୂକ୍ଷ୍ମ କାରିଗରୀ ଉତ୍କୃଷ୍ଟ ଶାଢୀ: ଫାବଶାଢୀର ସୌନ୍ଦର୍ଯ୍ୟରେ ନିଜକୁ ସଜ୍ଜିତ କରନ୍ତୁ; ୱାର୍ମ ଏବଂ ରିଚ୍ ରଙ୍ଗ, ସୁନ୍ଦର ଡିଜାଇନ୍ ଏବଂ ସମସାମୟିକ ସ୍ୱଭାବର ସ୍ପର୍ଶରେ ପ୍ରସ୍ତୁତ।
ସେଗୁଡ଼ିକ ସିଲ୍କ ଏବଂ ସିଲ୍କ ମିଶ୍ରିତ, ଭିସ୍କୋସ୍ ଏବଂ କଟନ-ସିଲ୍କରେ ଉପଲବ୍ଧ, ଚନ୍ଦେରୀ, ଟସର ଏବଂ ବନାରସୀ ଜାକ୍ୱାର୍ଡ ପରମ୍ପରାରେ ବୁଣହୋଇଥିବାର ଅନେକ କୌଶଳ ଏବଂ ପଦ୍ଧତି ପ୍ରଦର୍ଶନ ହୋଇଅଛି; ଏହି ଶାଢୀଗୁଡ଼ିକ ପର୍ବପର୍ବାଣୀରେ ଆନନ୍ଦର ସହ ପାଳନ କରିବା ପାଇଁ ଉପଯୁକ୍ତ ଅଟେ।
ଷ୍ଟାଇଲିସ୍କୁର୍ତ୍ତା: ଅନେକ ଚିନ୍ତା କରି ଡିଜାଇନ୍କ କରାଯାଇଥିବା ଏହି କୁର୍ତ୍ତା ଆରାମ ଏବଂଶୈଳୀର ଏକ ଉପଯୁକ୍ତ ମିଶ୍ରଣ ଅଟେ। ସଠିକତା ସହିତ ପ୍ରସ୍ତୁତ ଏବଂ ସୁନ୍ଦର ଆଡ୍ଡା କାର୍ଯ୍ୟ, ଆପ୍ଲିକ୍ ଏବଂ ଜରିଏମ୍ବ୍ରୋଇଡରି ସହିତ ଯୁକ୍ତ; ଏହି ରେଗୁଲାର କୁର୍ତ୍ତା ଏବଂ କୁର୍ତ୍ତା ସେଟ୍ ନିଶ୍ଚିତ ଭାବରେ ଦୁର୍ଗାପୂଜା ଏବଂ ତା ପରବର୍ତୀ ସମୟ ମଧ୍ୟ – ସାଙ୍ଗମାନଙ୍କ ସହିତ ଦେଖା ହେବା ଠାରୁ ଆରମ୍ଭ କରି ସକାଳର ଆଲୋକିତ ଉତ୍ସବ ପର୍ଯ୍ୟନ୍ତ ଆପଣଙ୍କ ଷ୍ଟାଇଲିକୁ ବଜାୟ ରଖିବ. ।
ହ୍ୟାଣ୍ଡକ୍ରାଫ୍ଟଅଳଙ୍କାର: ଫାବଇଣ୍ଡିଆର ହାତ ତିଆରି ଅଳଙ୍କାର ସହିତ ଆପଣଙ୍କ ଲୁକ୍ ପରିପୂର୍ଣ୍ଣ କରନ୍ତୁ ଯେଉଁ ଥିରେ ଉତ୍କୃଷ୍ଟ କାରିଗରୀ ପ୍ରଦର୍ଶନ କରାଯାଇଛି। ନେକଲେସ୍ ଠାରୁ ଆରମ୍ଭ କରି କାନଫୁଲ ପର୍ଯ୍ୟନ୍ତ, ଉତ୍ସବ ସମୟର ଏହି ସବୁ ସଂଗ୍ରହ ହେଉଛି କଳାତ୍ମକତାର ପ୍ରକୃତ ପ୍ରତିଫଳନ | ଏହି ପୂଜାକୁ ଫାବଇଣ୍ଡିଆରୁ ନୂଆ ଆଗମନ ସହିତ ପାଳନ କରନ୍ତୁ।
ହୋମ ଏବଂ ପୂଜାଡେକୋର: ଏହି ଦୁର୍ଗାପୂଜା ସ୍ଵର୍ଣ୍ଣିମ ଫାବହୋମ ଏଏଡିଟ୍ ସହିତ ଘରେ ଉତ୍ସବ ଆଣି ଦେବ; ପରମ୍ପରା ସୁନ୍ଦରତା ଏବଂ ଜୀବନ୍ତତାର ସାରରେ ନିଜ ବାସସ୍ଥାନକୁ ସଜ୍ଜିତ କରିବା ପାଇଁ ଉପଯୁକ୍ତ | ଆକର୍ଷଣୀୟ ରେଞ୍ଜରେ ସୁଗନ୍ଧିତ ମହମବତୀ, ସୁନ୍ଦର ଭାବରେ ପ୍ରସ୍ତୁତ କୁସନ, ସୁନ୍ଦର ଭାବରେ ଡିଜାଇନ୍ କରାଯାଇଥିବା ପୂଜା ଥାଳି ଏବଂ ଦୀପ ଉପଲବ୍ଧ ଅଛି।
ଆପଣ ଦୁର୍ଗାପୂଜାର ପର୍ବ ପାଇଁ ପ୍ରସ୍ତୁତ ହେଉଛନ୍ତି କିମ୍ବା କେବଳ ନିଜ ଘରେ ଭାରତୀୟ ପରମ୍ପରାର ସ୍ପର୍ଶ ଯୋଡିବାକୁ ଚାହୁଁଛନ୍ତି, ଫାବ୍ଇଣ୍ଡିଆରେ ଆପଣଙ୍କ ପାଇଁ ଉପଯୁକ୍ତ ସାଜ ସଜ୍ଜା ରହିଛି ।

0
0
0
s2sdefault