ହେଡଲାଇନସ୍:

ମା ଦକ୍ଷିଣ କାଳୀ ପୂଜା ପାଇଁ ପ୍ରସ୍ତୁତି ଵୈଠକ ଅନୁଷ୍ଠିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ - ସ୍ଥାନୀୟ କଲେଜ ରୋଡ଼ ସ୍ଥିତ ମା ଦକ୍ଷିଣ କାଳୀ ମନ୍ଦିର ପ୍ରାଙ୍ଗଣରେ କାଳୀ ପୂଜା ପାଳନ ପାଇଁ କମିଟୀ ସଭାପତି ଶିବରାମ ବୈକାର ଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଛି । ଉକ୍ତ ବୈଠକରେ ଆସନ୍ତା ନଭେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମା କାଳୀ ଙ୍କ ପୂଜା ମହା ଆଡମ୍ବରରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯିବା ଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ ତାପସ କୁମାର ନାୟକ, କୋଷାଧକ୍ଷ ଗଜାନନ୍ଦ ଶର୍ମା ଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

0
0
0
s2sdefault