ହେଡଲାଇନସ୍:

ଗୋବରା ଶ୍ରୀଅରବିନ୍ଦ ଶିକ୍ଷାନିକେତନ ଅଭିଭାବକ ସମିଳନୀ ରେ ପାଠଚକ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-: ଗୋବରା ସ୍ଥିତ ଶ୍ରୀଅରବିନ୍ଦ ଶିକ୍ଷାନିକେତନ ବିଦ୍ୟାଳୟ ରେ ଅଭିଭାବକ ସମିଳନୀ ସଭାପତି କୁଞ୍ଜବିହାରୀ ନାୟକ ଙ୍କ ଅଧକ୍ଷତରେ ଅନୁଷ୍ଠିତ ହୋଇଯାଇଛି l ପରିଚାଳନା କର୍ମକର୍ତ୍ତା ତରଫରୁ ସମିତି ସଭ୍ୟ ବିଭୁପାଦ ଜେନା, ଅଧାପକ ସନ୍ତୋଷ ବିଶ୍ୱାଳ, ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରଶେଖର ପଣ୍ଡା, ଶିକ୍ଷାବିତ ରାମକୃଷ୍ଣ ପାତ୍ର, ଦୟାନିଧି ବିଶ୍ୱାଳ ଅଭିଭାବକ ତରଫରୁ ପୂର୍ବତନ ସରପଞ୍ଚ ସୁଶାନ୍ତ ପୋଲାଇ, ଶିକ୍ଷକ ଆକୁଳ ସାସମଲ୍ଲ, ଦୀନବନ୍ଧୁ ବିଶ୍ୱାଳ, କିଶ୍ଵର ନାୟକ ପ୍ରମୁଖ. ଯୋଗଦେଇ ପାଠଚକ୍ର ରେ ଭାଗ ନେଇଥିଲେ l ଦୁର୍ଗାସ୍ତୋତ୍ର ମମତା ଅପା, ମା ବହି ସୋନାଲି ଅପା, ସାଗରିକ ଅପା ଶ୍ରୀଅରବିନ୍ଦ ଙ୍କ ଭାଗବତ ପାଠ କରିଥିଲେ l ଅନୁଷ୍ଠାନ ର ଅଧକ୍ଷ ରାମ ଭାଇ ସ୍ୱାଗତ ସହ ଧନ୍ୟବାଦ ଅର୍ପଣ କରିଥିଲେ l ଟିକି ଅପା, ସ୍ମିତା ଅପା, ପୁଷ୍ପା ଅପା, ସୁପ୍ରଭା ଅପା, କଳ୍ପନା ଅପା, ସତ୍ୟଭାମା ଅପା ସହଯୋଗ କରିଥିଲେ l

0
0
0
s2sdefault