ହେଡଲାଇନସ୍:

ରତ୍ନ ସିଂହାସନ ନିକଟରେ ରକ୍ତଛିଟା !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ (ଅନିମେଶ ପଟ୍ଟନାୟକ) : ଜଗା ସାମ୍ନାରେ ମାରପିଟ । ମୁଥ ମରାମରି ଯୋଗୁଁ ରତ୍ନସିଂହାସନ ନିକଟରେ ପଡ଼ିଲା ରକ୍ତ ଛିଟା । ଫଳରେ ଶ୍ରୀଜିଉମାନଙ୍କର ବଡ଼ ମହାସ୍ନାନ କରାଯାଇଛି । ଜଣେ ପିଠା ପସରା ଉଠା କର୍ମଚାରୀ ଓ ଜଣେ ପତ୍ରୀବଡ଼ୁ ସେବାୟତଙ୍କ ମଧ୍ଯରେ ଗଣ୍ଡଗୋଳ ଯୋଗୁଁ ଏପରି ହୋଇଥିବା ଜଣା ପଡ଼ିଛି । ମୁଥ ମାଡ଼ରେ ପସରା ଉଠା କର୍ମଚାରୀ ନାକରୁ ରକ୍ତସ୍ରାବ ହୋଇ ରତ୍ନସିଂହାସନ ନିକଟରେ ପଡ଼ିଥିଲା । ଘଟଣା ପରେ ଉଭୟଙ୍କୁ ନେଇ ତଦନ୍ତ କରୁଥିବା ଜଣାପଡ଼ିଛି ।

0
0
0
s2sdefault