ହେଡଲାଇନସ୍:

ବିଜେପି ର ରକ୍ତଦାନ ଶିବିର,କୋଷଗୁମୁଡା ବ୍ଲକ ରେ ଅନୁଷ୍ଠିତ.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ ଅନ୍ତର୍ଗତ କେ ସେମଳା ପଞ୍ଚାୟତ ର ଅସଙ୍ଗl ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଶୁକ୍ରବାର ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନ ଅବସରରେ ସେବା ପକ୍ଷ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା. ଏହି କାର୍ଯ୍ୟକ୍ରମରେ ବିଜେପି ଦଳର କର୍ମକର୍ତ୍ତା ରକ୍ତଦାନ କରିଥିଲେ I ଶିବିରରେ ୨୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା l କାର୍ଯ୍ୟକ୍ରମ ରେ ନବରଙ୍ଗପୁର ବିଧାନସଭା ବିଧାୟକ ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ , ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ଚନ୍ଦ୍ର ଭାନୁ ନାୟକ ,ଚିକିତ୍ସା ଅଧିକାରୀ ଡାକ୍ତର ଆଦ୍ୟା ରଶ୍ମି ସ୍ୱାଇଁ , ସମିତି ମେମ୍ବର ଗୁରୁଦାସ ଭତରା,ପଦ୍ମନ ଭାଇ, ଲୁକୁ ଭାଇ,ଦିବାକର ଭାଇ,ଗୋବିନ୍ଦ ଭାଇ,ଦୁର୍ଜନ ଭାଇ,ବାଳକୃଷ୍ଣ ଭାଇ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଭାଇ ଉପସ୍ଥିତ ଥିଲେ ଓ ରକ୍ତଦାନ ଶିବିର ଅତ୍ୟନ୍ତ ସଫଳତାର ସହ ପାଳିତ ହୋଇଥିଲା.

0
0
0
s2sdefault