ହେଡଲାଇନସ୍:

ଭାଗବତ ମହାପୁରାଣ ପାଠ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜମନକିରା /ଲିପନ ନାୟକ : ପ୍ରଭୁ ଶ୍ରୀ ଶ୍ରୀ କେଶବ ଚନ୍ଦ୍ର ଙ୍କ ଜନ୍ମ ଜୟନ୍ତି ଉପଲକ୍ଷେ ପ୍ରତ୍ୟେକ ବର୍ଷ ଭାଦ୍ରବ ମାସରେ ରାଧାଷ୍ଟମୀ ଠାରୁ ଆରମ୍ଭ କରାଯାଇ ଏବଂ ଭାଦ୍ରବ ପୁର୍ଣିମା ରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇ ଥାଏ । ଏ ବର୍ଷ ମଧ୍ୟ ସାପ୍ତାହ ବ୍ୟାପୀ ଭାଗବତ ମହାପୁରାଣ ପାଠ, ସତସଙ୍ଗ, ହୋମଯଜ୍ଞ,ମହାମନ୍ତ୍ର କିର୍ତ୍ତନ, ଭଜନ ସମାରୋହ ଅନୁଷ୍ଠିତ ହେଉଛି ‌। ଅଚ୍ୟୁତ ଗୁପ୍ତ ବ୍ରହ୍ମ ସଂଘ କ୍ଷିତି ଜ୍ୟୋତି ଆଶ୍ରମ ସ୍ବର୍ଣକ୍ଷେତ୍ର ମାହାଙ୍ଗା କଟକ ଆନୁକୂଲ୍ୟରେ କୁଚିଣ୍ଡା ପତ୍ରାପାଲି ଶାଖା ଠାରେ ଆଜି ଅଭି ଭାଇ ଙ୍କ ତତ୍ବାବଧାନରେ ଶାଖା ର ସହ ପରିଚାଳକ ଯଦୁ ଭାଇ,ପୂଜକ ଅଜୁ ଭାଇ,ସତ୍ୟ ଭାଇ,ସିଲୁ ଭାଇ ଏବଂ କାର୍ଯ୍ୟ ନିର୍ବାହି ରାଜୁ ଭାଇ ଦାୟିତ୍ଵ ବହନ କରିଛନ୍ତି ।

0
0
0
s2sdefault