ହେଡଲାଇନସ୍:

ଚିଖିଲି ରେ ଓଡ଼ିଶା ମୋ ପରିବାର ଆନୁକୂଲ୍ଯରେ ରକ୍ତଦାନ ଶିବିର :. ୩୬ ୟୁନିଟ୍ ରକ୍ତ ସଂଗ୍ରହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଟଲି :- ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମ୍ବାଭନା ବ୍ଲକ ଚିଖିଲି ଗ୍ରାମରେ ଓଡ଼ିଶା ମୋ ପରିବାର ଆନୁକୂଲ୍ଯରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି l ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର ଯୋଗଦେଇ ଉଦଘାଟନ କରିଥିଲେ l ଏହି ଶିବିର ରୁ ବରଗଡ଼ ରକ୍ତଭଣ୍ଡାର ଦ୍ଵାରା ୩୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ l

0
0
0
s2sdefault