ହେଡଲାଇନସ୍:

ଗୋ ବୋଝେଇ କଣ୍ଟେନର ଜବତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାରସକଣା/ଦିପୁ ମହାପାତ୍ର: ଶାସକ ପ୍ରଶାସକ : ୪୯ ନମ୍ବର ଜାତୀୟ ରାଜପଥରେ ଅତି ଦୟନୀୟ ଅବସ୍ଥାରେ କେତେବେଳେ କଣ୍ଟେନର ରେ ତ କେତେବେଳେ ପିକପ ଭେନ୍ ରେ ଗୋରୁ ଗାଇ ଚାଲାଣ ହେଉଛି ସୁଦୂର ପଶ୍ଚିମବଙ୍ଗ ।ତେବେ ଝାଡ଼ପୋଖରିଆ ପୋଲିସ୍ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ WB 33 B 9756 ନମ୍ବର ବିହୀନ ଏକ ଗୋ ବୋଝେଇ କଣ୍ଟେନର କୁ ଜବତ କରିବା ସହିତ ତିନି ଜଣଙ୍କୁ ଅଟକ ରଖିବା ଏବଂ ୪୯ ଟି ଗୋରୁ କୁ ଉଦ୍ଧାର କରି ଗୋ ସାଳାକୁ ପଠାଇ ଦିଆଯାଇଥିବା ବେଳେ ସୂଚନା ଅନୁଯାୟୀ ଝାଡପୋଖରିଆ ଥାନା କେଶ ନମ୍ବର ୨୨୬/୨୩ ରେ ଏକ ମାମଲା ରୁଜୁକର ଶେଖ୍ ତସିବ ଅଲ୍ଲୀ (ପଶ୍ଚିମବଙ୍ଗ ), ଫାଇଯୁଲ ଖାନ୍ (ପଶ୍ଚିମବଙ୍ଗ)ଓ ଦେବାଶିଷ ବିନ୍ଧାଣୀ (ଓଡ଼ିଶା) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। 

0
0
0
s2sdefault