ହେଡଲାଇନସ୍:

"ନରସିଂହ ଭାଇ , ନିଜ କଥା ବୁଝ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


"ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଦଳର ସର୍ବେସର୍ବା. ତାଙ୍କ ନିଷ୍ପତ୍ତି ଆମ ପାଇଁ ଆଦେଶ | ସେଥିରେ କାହାର କିଛି କହିବାର ନାହିଁ | ନରସିଂହ ଭାଇ କେଉଁ ଦଳରେ ଅଛନ୍ତି | ସେ ନିଜ ଦଳ କଥା ବୁଝନ୍ତୁ. ଆମ ଦଳ କଥାରେ କାହିଙ୍କି ଏତେ ମୁଣ୍ଡ ଖେଳାଉଛନ୍ତି | ସେ ନିଜ ଦଳର ଶୃଙ୍ଖଳା କଥା ବୁଝନ୍ତୁ|  ସେ ନିଜ କଥା ନିଜେ ବୁଝନ୍ତୁ|  ଆମ ଦଳରେ ମୁଣ୍ଡ ଖେଳାଇବା ତାଙ୍କର ଦରକାର ନାହିଁ |ସମସ୍ତଙ୍କ ମତ ଅଛି. ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦେଶ ଉପରେ ଯୁକ୍ତିତର୍କ ହେବା ଅନୁଚିତ" ବୋଲି କହିଛନ୍ତି ରଣେନ୍ଦ୍ର କୃଷି ମନ୍ତ୍ରୀ ପ୍ରତାପ ସ୍ୱାଇଁ

 

0
0
0
s2sdefault