ହେଡଲାଇନସ୍:

ଆଜି ରେଢ଼ାଖୋଲ ରେ ଔଷଧ ଦୋକାନ ବନ୍ଦ:ଅନ୍ ଲାଇନ ବିକ୍ରିକୁ ବିରୋଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଡାଖୋଲରୁ ଯଶୋବନ୍ତ ସାହୁ: ଇ-ଫାର୍ମାସୀ  ଓ ଅନ୍ ଲାଇଲ ଔଷଧ ବିକ୍ରିକୁ ବିରୋଧ କରି ସମଗ୍ର ଦେଶରେ ଆଜି ଔଷଧ ଦୋକାନ ବନ୍ଦ ରହିଛି l ଅଖିଳ ଭାରତ ଔଷଧ ବ୍ୟବସାୟୀ ମହାସଂଘ ପଖ୍ୟରୁ  24 ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି lଏହି ବନ୍ଦ ଡ଼ାକରାକୁ ଉତ୍କଳ ଡ଼୍ରଗିଷ୍ଟ ଓ କେମିଷ୍ଟି ଆସୋସିଏସନ ସମର୍ଥନ କରିଛି | ଏହାକୁ ସମ୍ମାନ ଜଣାଇ ରେଢ଼ାଖୋଲର ସମସ୍ତ ଔଷଧ ଦୋକାନି ମଧ୍ୟ ଦୋକାନ ବଜାରବନ୍ଦ କୁ ସମର୍ଥନ କରି ଏଥିରେ ସାମିଲ ହୋଇଛନ୍ତି |

0
0
0
s2sdefault