ହେଡଲାଇନସ୍:

ହାଇ କୋର୍ଟ ବେଞ୍ଚ ଦାବିରେ କୁଚିଣ୍ଡା ଓକିଲ ସଂଘର କାର୍ଯ୍ୟବନ୍ଦ ସତର ଦିନରେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 କୁଚିଣ୍ଡାରୁ ଶାନ୍ତନୁ ବେହେରା : ହାଇକୋର୍ଟ ବେଞ୍ଚ ଦାବିରେ କୁଚିଣ୍ଡା ଓକିଲ ସଂଘର କାର୍ଯ୍ୟବନ୍ଦ ଜାରି ରଖିଛନ୍ତି |  ଆନ୍ଦୋଳନ ଆଜି ସତର ଦିନରେ ପହଂଚିଛି |  ଆଜି ମଧ୍ୟ କୋର୍ଟ ସମ୍ପୁର୍ଣ୍ଣ ଭାବେ ବନ୍ଦ ଅଛି |କଚେରୀ ବନ୍ଦ ରହିଥିବା ଯୋଗୁ ଲୋକମାନେ ନାନାଦି ହଇରାଣ ହରକତ ହେଉଛନ୍ତି | 

0
0
0
s2sdefault