ହେଡଲାଇନସ୍:

ସାବଧାନ! ମାତିଛନ୍ତି ସାଇବର ଠକ, ଏବେ ନୂତନ କୌଶଳ "ପିଙ୍କ୍ ହ୍ଵାଟ୍ସଆପ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ସାବଧାନ! ପିଙ୍କ୍ ହ୍ଵାଟ୍ସଆପ ହେଉଛି ସାଇବର ଠକଙ୍କ ଏକ ନୂତନ କୌଶଳ।
ଯଦି ଆପଣଙ୍କ ମୋବାଇଲକୁ ହ୍ଵାଟ୍ସଆପ୍ ଅପଡେଟ୍ କରିବାକୁ କିଛି ଲିଙ୍କ ଆସୁଛି ଭୁଲରେ ବି ସେହି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ । କ୍ଲିକ କରିବା ମାତ୍ରେ ଆପଣଙ୍କ ଫୋନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି ବୋଲି ଓଡିଶା ପୋଲିସ ପକ୍ଷରୁ ଜନସାଧାରଣଙ୍କ ହିତରେ ସୂଚନା ଜାରି କରାଯାଇଛି |

0
0
0
s2sdefault