ବରଗଡ :- ବର୍ଗତଃ ଜିଲ୍ଲା ପାଇକମାଲ ତହସିଲ ଅନ୍ତର୍ଗତ କୁଆପଲି ଯୋଗେନ୍ଦ୍ରନାଥପୁର , ହରିଡାଟାଲ ଓ ମଣ୍ଡିଆଢ଼ିପା ଗ୍ରାମର 20 ଜଣ ଆଦିବାସୀ ସମ୍ପ୍ରଦାୟ ର ଲୋକଙ୍କୁ ଆଜି ଜଙ୍ଗଲ ଜମି ଅଧିକାର ଆଇନ ବଳରେ ସମୁଦାୟ 47 . 27 ଏକଡ଼ ଜମିର ପଟ୍ଟା ପ୍ରଦାନ କରାଯାଇଛି ।
ପାଇକମାଲ ତହସିଲ ଅଫିସ ପ୍ରାଙ୍ଗଣରେ ପାଇକମାଲ ତହସିଲଦାର ଶ୍ରୀ ଅକ୍ଷୟ କୁମାର ବାଗ , WEO ଶ୍ରୀ ସୁନୀଲ କୁମାର , ଅତିରିକ୍ତ ତହସିଲଦାର , ସମସ୍ତ ରାହସ୍ବ ନିରୀକ୍ଷଣ ତଥା ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଙ୍କର ଉପସ୍ଥିତି ରେ ତହସିଲଦାର ସମସ୍ତ 20 ଜଣ ଙ୍କୁ ଏହି ଜମି ପଟ୍ଟା ବିତରଣ କରିଥିଲେ ।
ରାଜ୍ୟ
ଚାରିଗୋଟି ଗ୍ରାମର 20 ଜଣଙ୍କୁ 47.27 ଏକଡ଼ର ଜମିପଟ୍ଟା ବଣ୍ଟନ
- Hits: 1098











