ହେଡଲାଇନସ୍:

ପଦ୍ମପୁର ଉପଖଣ୍ଡ ଗୋଁଣ୍ଡ ସମାଜ କର୍ମଚାରୀ ବିକାଶ ମଞ୍ଚ ତରଫରୁ ସମ୍ବର୍ଦ୍ଧନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର : ପଦ୍ମପୁର ଉପଖଣ୍ଡ ଗୋଁଣ୍ଡ ସମାଜ କର୍ମଚାରୀ ବିକାଶ ମଞ୍ଚ ତରଫରୁ ପଦ୍ମପୁର ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ରଶ୍ମିତା ନେତମ୍ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଓଡିଶାଶିକ୍ଷା ପ୍ରଶାସନିକ ସେବା ରେ କୃତକାର୍ଯ୍ୟ ହୋଇ କୁମାରୀ ନେତମ୍ କଳାହାଣ୍ଡି ଜିଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦାନ କରିବେ । ଆଜିର ସମ୍ବର୍ଦ୍ଧନା ଉତ୍ସବ ରେ ରାମ ସିଂ ଭୋଇ, ହେମନ୍ତ ଧରୁଆ, ଶମାରୁ ଧରୁଆ, ରାଏ ସିଂହ ମାଝୀ, ବିରେନ୍ଦର ସିଦାର, ଅଶ୍ୱିନୀ ଧରୁଆ, ସରୋଜ ଧରୁଆ, ଜଳନର ନାଏକ, ସୁଶୀଲ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault