ଭୁବନେଶ୍ୱର/ଶାସକ ପ୍ରଶାସକ :ଭୁବନେଶ୍ୱର ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର ନିକ୍ଷେପକ ଶ୍ରୀ ଦେବେନ୍ଦ୍ର ନାଥ ବେହେରା ଆଜି ସରକାରୀ ସେବାରୁ ଅବସର ଗ୍ରହଣ କରିଛନ୍ତିା ଶ୍ରୀ ବେହେରା ଯାଜପୁର, ସୋନପୁର, ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟରେ ପୂର୍ବରୁ ସୁଚାରୁ ରୂପେ କାର୍ଯ୍ୟନିର୍ବାହ କରିଥିଲୋ ଦୀର୍ଘ ୩୦ ବର୍ଷ କାଳ ସରକାରୀ ସେବା ଯୋଗାଇ ଦେଇଥିବାରୁ ଆଜି ତାଙ୍କୁ ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଜିତେନ୍ଦ୍ରୀୟ ଜେନାଙ୍କ ସମେତ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଶ୍ରୀ ଗୌରଚନ୍ଦ୍ର ମହାପାତ୍ର, ଶ୍ରୀମତୀ ମେରିଲୀନା ରାଉତରାୟ, ଶ୍ରୀ ବିଷ୍ଣୁପ୍ରସାଦ ପଟ୍ଟନାୟକ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ଶ୍ରୀ ଶକ୍ତିରଞ୍ଜନ ରାଉତ ପ୍ରମୁଖ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲୋ
ଏହି ଅବସରରେ ବିଦାୟୀ କର୍ମଚାରୀ ଶ୍ରୀ ବେହେରାଙ୍କୁ ପେନ୍ସନ୍ ପତ୍ର ପ୍ରଦାନ କରାଯାଇଥିଲାା
ରାଜ୍ୟ
ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର ନିକ୍ଷେପକଙ୍କ ଅବସର ଗ୍ରହଣ
- Hits: 314











