ହେଡଲାଇନସ୍:

ବଡ଼ବିଲରେ ସିଭିଲ ଜଜ କମ ଜେଏମଏଫସି କୋର୍ଟ ବିଲଡିଂ ଉଦ୍ଘାଟିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ବିଲ/ ଚିତ୍ତରଞ୍ଜନ କର :  ବଡ଼ବିଲ ଠାରେ ସିଭିଲ ଜଜ-କମ- ଜେଏମଏଫସି ନୂତନ କୋର୍ଟ ବିଲଡିଂ ଉଦଘାଟିତ ହୋଇଯାଇଛି। ଓଡିଶା ହାଇକୋର୍ଟର ମାନ୍ୟବର ବିଚାରପତି  ଜଷ୍ଟିସ ସି ଆର ଦାସ ଓ ମାନ୍ୟବର ଜଷ୍ଟିସ ଜେ ପି ଦାସଙ୍କ ଉପସ୍ଥିତିରେ ମାନ୍ୟବର ଜଷ୍ଟିସ ଏସ କେ ମିଶ୍ର ଏହାକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ହାଇକୋର୍ଟ ବିଚାରପତିମାନଙ୍କୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା। ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଜିଲ୍ଲା ଜଜ ମାନ୍ୟବର ଲକ୍ଷ୍ମୀଧର ବିଶ୍ୱାଳ , ଜେଏମଏଫସି  ବଡ଼ବିଲ ମାନ୍ୟବର ଆଲୋକ ପଣ୍ଡା, ସମସ୍ତ ଆଇନଜୀବୀ, ବିଭିନ୍ନ ସରକାରୀ ଅଧିକାରୀ, ପୋଲିସ, ବୁଦ୍ଧିଜୀବୀ,  ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

0
0
0
s2sdefault