ହେଡଲାଇନସ୍:

ବ୍ୟବସାୟୀମାନେ କରିବେ ଭାରତ ବ୍ୟବସାୟ ବନ୍ଦ ! 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ବିଭିନ୍ନ ଦାବି  ନେଇ ବ୍ୟବସାୟୀ ମାନେ ଭାରତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି |  ସାରା ଭାରତରେ ଏହି ବନ୍ଦ ଡାକରା ଦେଇଛି କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡ଼ର୍ସ | ଦେଶର ମଧ୍ୟମ  ତଥା କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବନ ଜୀବିକାକୁ ବିପନ୍ନ କରିବାକୁ ଯାଉଥିବା  Walmart-Flipkart deal କୁ ତୁରନ୍ତ ରଦ୍ଦ କରିବା ଦାବିରେ ବ୍ୟବସାୟୀ ମହାସଂଘ ଏହି ବନ୍ଦ ଡାକରା ଦେଉଥିବା ବେଳେ ଏହାକୁ ଓଡିଶା ବ୍ୟବସାୟୀ ମହାସଂଘ ସମର୍ଥନ କରୁଛି | ତେଣୁ ଏହି ଭାରତ ଟ୍ରେଡ଼ ବନ୍ଦ ଦ୍ୱାରା ଓଡିଶା ବି ପ୍ରଭାବିତ ହୋଇପାରେ |  

0
0
0
s2sdefault