ସମ୍ବଲପୁରୀ ଶାଢୀରେ ମାରାଥନ : ବ୍ରିଟେନ ନିବାସୀ ମଧୁସ୍ମିତା ଜେନା ଦାସଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଓଡ଼ିଶାରେ ମଧ୍ୟ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମଧୁସ୍ମିତା |