ରାଉରକେଲା (ବସନ୍ତ କୁମାର ଜେନା): ଆଜି ରାଉରକେଲାର ମାନ୍ୟବର ବିଧାୟକ ତଥା ଜିଲା ସଭାପତିଶ୍ରୀ ସାରଦା ପ୍ରସାଦ ନାୟକ ଙ୍କଦିଗ ଦର୍ଶନରେ,ରାଉରକେଲା ମହିଳାବିଜୁ ଜନତା ଦଳ ତରଫରୁ ବିଶ୍ଵ ମହିଳା ଦିବସ ପାଳନ କରିବାପାଇଁ ଏକ ପାଞ୍ଚଜଣିଆ ମହିଳା ନେତୃତ୍ଵ ଯଥା,ସଭାପତି ଯୋଷ୍ଣା ନାୟକ,ରାଜ୍ୟ ଉପସଭାପତି ତଥା ପୂର୍ବତନ ପୌରଧକ୍ଷ। ରଶ୍ମିବ।ଳା ମିଶ୍ର,ରାଜ୍ୟ ସାଧାରଣ ସମ୍ପାଦିକା ଆରତି ଚୌଧୁରୀ,ଜୋନ କ।ର୍ଜୟକାରୀ ସଭାପତି ସନ୍ଧ୍ୟା ଲ।କ୍ରା,ଏବଂଜିଲା ସାଧାରଣ ସମ୍ପାଦିକା ଛବି ମହାନ୍ତି ଙ୍କ ଦ୍ଵାରା ଏକ କମିଟି ଗଠନ କରଯାଇଥିଲା ।କମିଟିର ସଦସ୍ୟ ମାନଙ୍କ ଅକ୍ଲାନ୍ତ ପରିଶ୍ରମରେ ଆଜି ବିଶ୍ଵମହିଳା ଦିବସ ଡିଏଭି ପଡିଆରେ ସକାଳ୯ଘଟିକା ସମୟରୁ ଅପରାହ୍ନ ୫ଘଟିକା ପର୍ଯ୍ଯନ୍ତ,ପାଖାପାଖି ୨୦୦୦ମହିଳା ମାନଙ୍କ ଭିତରେ ବିଭିର୍ଣ ଖେଳ,କୁଇଜି କମ୍ପିଟେସନ, ପ୍ରତିଯୋଗୀତା, ନାଚ,ଗୀତ,ମଜା ମଜଲିସ,ଏକ ନୂତନ ଧରଣର ଆମୋଦ ପ୍ରମୋଦ କରଯାଇଥିଲା । ହାଇଟେକ ମେଡିକାଲ ତରଫରୁ ଅଭିଜ୍ଞ୍ନ ତଥା ବରିଷ୍ଠ ଡାକ୍ତର ଅରୁଣ ନାୟକ ଓ ତାଙ୍କ ସହଯୋଗୀ ମାନଙ୍କ ଦ୍ଵାରା ମହିଳାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରଯାଇଥିଲା। ଉକ୍ତ କର୍ଜ୍ୟରେ ମଧୁ ମହାନ୍ତି ଏବଂ ସଲିଳ ପଟ୍ଟନାୟକ ସହଯୋଗ କରିଥିଲେ । ରାଉରକେଲାର ବିଭିର୍ଣ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବିଶିଷ୍ଟ ମହିଳା ମାନଙ୍କୁ ମହିଳା ବିଜୁଜନତା ଦଳ ତରଫରୁ ଉପଢୌକନ ତଥା ଛୋଟ ଛୋଟ ଗଛପ୍ରଦାନ କରାଯାଇ ସଂମ।ନିତ କରଯାଇଥିଲା । ଅତି କ୍ଷୁଦ୍ର ସମୟ ପାଇଁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକ କାର୍ଜକ୍ରମରେ ଯୋଗଦେଇ ସମସ୍ତଙ୍କୁ ଧନ୍ୟବାଦ ଦେବସହିତ ଉଚ୍ଛାହୀତ କରିଥିଲେ । ଓଡିଶାର ମା ଭଉଣୀ ମାନଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ କରିଥିବା ବିଭିର୍ଣ ଉନତି ମୂଳକ କର୍ଜ୍ୟକ୍ରମ ଉପରେ ଆଲୋଚନା କରିଥିଲେ । କର୍ଜ୍ୟକ୍ରମକୁ ସଫଳ କରିବାରେ ନଗର ସଭାପତି ଗଗନ ପଣ୍ଡା,ଜିଲା ଉପସଭାପତି ସୁଦାମ ଦାଶ,ଅନ୍ୟତମ ଉପସଭାପତି ତଥା ମୁଖପାତ୍ର ଜୟନ୍ତ କୁମାର ମିଶ୍ର,ରାଜ୍ୟ ଯୁବ ସାଧାରଣ ସମ୍ପାଦକ ସୁବାସ ସ୍ଵାଇଁ,ଯୁବ ନେତା ସୁଶାନ୍ତ ରାଉତ,କୃଷ୍ଣ ଚନ୍ଦ୍ର ସିଂହ ଭଞ୍ଜ ପ୍ରମୁଖ ସହଯୋଗ କରିଥିଲେ । ଏହାସହିତ କର୍ଜ୍ୟକ୍ରମକୁ ଶୃଙ୍ଖଳିତ,ସରସ ସୁନ୍ଦର କରିବାପାଇଁ,ବାବୁଲି ଦାସ, ରମେଶ ଜେନା, ସାମରେନ୍ଦ୍ର ନାୟକ, ଦୁସମନ୍ତ ରାଉତରାୟ,ଡି ଅଭିକ କୁମାର,ପିଙ୍କୁ ଜସ୍ଵଲ,ଭରତ ଦାସ,ସୁନନ୍ଦା ସେନାପତି,ପ୍ରିୟଙ୍କା ପ୍ରଧାନ,ଲକ୍ଷ୍ମୀ ସିଂହ,ସଂଗୀତା ମିଶ୍ର,ସିତା ପ୍ରଧାନ,ସୁନିତା ବେରା,ହେମଲତା ସାହୁ,ଯୋଷ୍ଣା କିଶାନ,କଲ୍ୟାଣୀ ଲେଙ୍କା,ମାୟାରଣୀ ପାତ୍ର,ରୀତା ମିଶ୍ର,ଜସମୀନ ସାହୁ,ପ୍ରତିଭା ଦାସ,ସରୋଜିନୀ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କର୍ଜ୍ୟକ୍ରମରେ ଯୋଗ ଦେଇଥିବା ଏବଂ କ।ଜ୍ୟକ୍ରମକୁ ସୁ ପରିଚାଳନା କରି,ସଫଳ କରିଥିବା ମାନ୍ୟବର ବିଧାୟକ, ସମସ୍ତ ବରିଷ୍ଠ କର୍ମୀ ଓ ଯୁବ କର୍ମୀ ମାନଙ୍କୁ ମହିଳା ସଭାନେତ୍ରୀ ଯୋଷ୍ଣା ନାୟକ କୃତଜ୍ଞତା ସହିତ ଧନ୍ୟବାଦ ଜଣାଇଥିଲେ ।
ରାଜ୍ୟ
ରାଉରକେଲା ମହିଳା ବିଜୁ ଜନତା ଦଳ ତରଫରୁ ବିଶ୍ଵ ମହିଳା ଦିବସ ପାଳିତ ।
- Hits: 368