ହେଡଲାଇନସ୍:

ଝାଙ୍କରପଡା ଷୋହଳ ପ୍ରହରୀ ନାମଯଜ୍ଞ :ବିଧାୟିକାଙ୍କ ଯୋଗଦାନ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଝାଙ୍କରପଡାରେ ଆୟୋଜିତ ହୋଇଥିବା ଷୋହଳ ପ୍ରହରୀ ନାମଯଜ୍ଞରେ ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ପ୍ରଭୁଙ୍କ ଦର୍ଶନ କରିଥିଲେ l ପରେ ପଡାର ଗୁରୁଜନଙ୍କ ଆଶୀର୍ବାଦ କାମନା କରି ସୁବିଧା ଅସୁବିଧା ବୁଝିଥିଲେ l ବିଧାୟିକାଙ୍କୁ ନିଜ ପାଖରେ ପାଇ ପଡାର ମହିଳା ମାନଙ୍କ ମଧ୍ୟରେ ନାହିଁନଥିବା ଖୁସି ପରିଲକ୍ଷିତ ହୋଇଥିଲା l ତିନିଦିନ ଧରି ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଚନ୍ଦନ ମହାପାତ୍ର ଓ ଭୂମିସୁତା ମହାପାତ୍ର କର୍ତ୍ତା ହୋଇଥିବା ବେଲେ ଅତ୍ରାହୀ ଭନ୍ଜନ ପାଣିଗ୍ରାହୀ ପୂଜକ ଦାୟିତ୍ଵ ତୁଲାଉଛନ୍ତି l ୮ ଗୋଟି ସଙ୍କୀର୍ତ୍ତନ ଦଳ ଆମନ୍ତ୍ରିତ ହୋଇଥିବା କମିଟୀ ସମ୍ପାଦକ ନିଆଲ ସୂଚନା ଦେଇଥିବା ବେଲେ କମିଟୀର ରାଜୁ ଘିବେଲା , ବେଣୁମାଧବ ଦୋରା , ସୁମିତ୍ ଘିବେଲା, ବିଶେଶ୍ୱର ସାହୁ, ନକୁଳଜେନା , ପୁରନ୍ଦର ପଧାନ, ଶିବାଶିଷ ପଟ୍ଟନାୟକ, ଅଚ୍ୟୁତାସେଠ୍ , ସନ୍ତୋଷ ସେଠ୍ ଉପସ୍ଥିତ ଥିଲେ l

0
0
0
s2sdefault