ହେଡଲାଇନସ୍:

" ବିଜୁବାବୁ ନା ବାଦ ଦେଇଦେଲେ ତମକୁ ଖଣ୍ଡେ ଭୋଟ ମିଳିବନି "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଗତକାଲି ଠାରୁ ବିଜେଡିର "ନବୀନ ଓଡିଶା" ଶପଥ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସସ ବିଧାୟକ ସୁରା ରାଉତରାୟ . ସେ କହିଛନ୍ତି  "କାଲିଠୁ ବେଶୀ ଅହଂକାର ବଢିଗଲାଣି | ଆହୋ ନବୀନ ବାବୁ, ବିଜୁ ବାବୁଙ୍କୁ ନେଇ ତମେ |  ବିଜୁବାବୁ ନା ବାଦ ଦେଇଦେଲେ ତମକୁ ଖଣ୍ଡେ ଭୋଟ ମିଳିବନି "

0
0
0
s2sdefault